ଆୟୁଷ୍ମାନ କାର୍ଡ ଲୋକାର୍ପଣ ରେ ଭର୍ଚୁଆଲ ମୋଡରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକରୁ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ

ଗୋଲାମୁଣ୍ଡା ୧୧/୪କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ସ୍ଵାସ୍ଥ୍ୟ କେନ୍ଦ୍ର ନେତୃତ୍ୱ ରେ ଆଜି ହାଇସ୍କୁଲ ଖେଳପଡିଆ ଠାରେ ଆୟୁଷ୍ମାନ କାର୍ଡ ଲୋକାର୍ପଣ ର ଶୁଭାରମ୍ଭ ର ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲା ଗୋଲାମୁଣ୍ଡା ବ୍ଲକର ସ୍ୱାସ୍ଥ୍ୟ କେନ୍ଦ୍ର ଫରଙ୍ଗ ପକ୍ଷରୁ।ମୂଖ୍ୟ ଅତିଥି ଭାବେ ବିଡିଓ ଶ୍ରୀଧର ପଣ୍ଡା , ସମ୍ମାନିତ ଅତିଥି ଭାବେ ଓଁମ ଗୀତା ଜାଲ,ପୂର୍ବତନ ଜିଲ୍ଲାପରିଷଦ ନିରୁପମା ନାଏକ ,ପ୍ରସନ୍ନ କୁମାର ରାଉତ, ଦସପୁର ଦୂର୍ଗେଶ୍ୱର୍ ସାହୁ, ବୃନ୍ଦାବାହାଲ ସରଞ୍ଚ ଦିନେଶ କୁମାର ରାଉତ, ଚିଚିଆ ସରପଞ୍ଚ ମଦନ ପଟେଲ , ଫୁଣ୍ଡାସରପଞ୍ଚ ଧୁନୁସାହୁ, ଫରଙ୍ଗପଂଚାୟତ ସରପଞ୍ଚ ହୀରା ବତିଭୋଇ , ଓ ସେମିତି ସଭ୍ୟା ଅପୂର୍ଣା ବାରିକ, ଟେମରୀ ପଂଚାୟତ ସମିତି ସଭ୍ୟା ଅଞ୍ଜଳୀ ନାଏକ ଚିଚିଆ ସମିତି ସଭ୍ୟ ସନ୍ତୋଷ ପଟେଲ, ଫୁଣ୍ଡା ସମିତି ସଭ୍ୟ ଉପେନ୍ଦ୍ର ନାଗ, ଡକ୍ଟର ସ୍ୱାଗତ କୁମାର ପାଢ଼ୀ, ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ପ୍ରମୁଖ ମଞ୍ଚରେ ଅତିଥି ଭାବେ ଯୋଗଦେଇ ଦେଇ ଥିବା ବେଳେ,ଚିଚିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରୁ ଶୁଭ୍ର କଲିକା ନିଆଳ, ଦଶପୁରରୁ ବିଦୁମତି ଛତ୍ରିଆ, ବୋରଗୁଡା ଆୟୁଷମାନ ମନ୍ଦିରରୁ ୟୁଷ ଧାରା ତାଣ୍ଡି, ସିତାଂସୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହୋଯୋଗ କରି ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ , ସରୋଜ କୁମାର ମୁଣ୍ଡ, ପୀତାମ୍ବର ବେହେରା, କପୁରଚନ ସେଠୀଆ, କୃଷ୍ଠ ମହାନନ୍ଦ, ସନ୍ତୋଷ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ଥିଲେ , ସର୍ବ ପ୍ରଥମେ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ଦୀପ ପୁଷ୍ପ ଧୂପ ପ୍ରଦାନ କରି ଥିଲେ ଓ ରଥ କୁ ପରିଭ୍ରମଣ କରିବା ପାଇଁ ପତାକା ପରି ଚାଳନା କରି ଥିଲେ,ଏହି ଅବସରରେ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ଏବଂ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତିର ମହିଳା ମାନେ ମଧ୍ୟ ଉପସ୍ଥିତ ଥିଲେ, ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା,ଏହି ଭଳି କାର୍ଯ୍ୟ କ୍ରମ ପାଇଁ ଫରଙ୍ଗ ସ୍ଵାସ୍ଥ୍ୟ କେନ୍ଦ୍ରର ଫାରମା ସିସି ରଞ୍ଜିତ କୁମାର ପଣ୍ଡା ସୁନ୍ଦର ଓ ସ୍ପଷ୍ଟ ଭାବେ ମଂଚ ପରିଚାଳନା କରି ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ,ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



