ପବିତ୍ର ଆଖିତୃତିୟା ଅବସରରେ ଶ୍ରୀ ଗଣେଶ ଯୁଏଲରସ୍ ଲକ୍ଷ୍ମୀ ବଜାର ଓ ଜବାହର ଚୋକ୍ ଠାରେ ଥିବା ସୁନା ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼ ଜମିଥିଲା । ୯୧୬ ହଲମାର୍କ ସୁନା ଗ୍ରାମ ପ୍ରତି ୮୫୦ ଟଙ୍କା ରିହାତି ରହିଥିବା ବେଳେ ଡ଼ାଇମଣ୍ଡ ଉପରେ ୩୦% ରିହାତି ଓ ସିଲଭାର ଉପରେ ୫୦% ରିହାତି ଏହି ଅଫର୍ ୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ ।

April 29, 2026/
No Comments


