ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳରାମ ଙ୍କର ଚନ୍ଦନ ଲାଗି ବେଶ ଚାଲୁ ରହିଛି । ଏହି ଚନ୍ଦନ ଲାଗି ବେଶ ଅଖିତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ। ଖେଚେଡ଼ି ଭୋଗ ପରେ ବଳରାମ ସୁଭଦ୍ରା କୃଷ୍ଣ ରୁଙ୍କୁଣୀ ଓ ଜଗନ୍ନାଥ ଙ୍କୁ ଏହି ଚନ୍ଦନ ଲାଗି କରାଯାଏ । ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ବ୍ରଜମୋହନ ମହାପାତ୍ର ,କାହାଳୀ ଟିକନ ବେହେରା ମନ୍ଦିରର ଜୀମା ଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ଚନ୍ଦନ ଲାଗି ବେଶ ଚାଲୁ ରହିଛି।

May 31, 2026/
No Comments


