ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍.ରେଞ୍ଜରେ ପୂରା ଦୁନିଆ

ନୂଆଦିଲ୍ଲୀ: ଆମେରିକା ଏୟାରସ୍ପେସ୍ ହେବ ଅଭେଦ୍ୟ । ପ୍ରସ୍ତୁତ ହେବାକୁ ଯାଉଛି ଗୋଲଡେନ୍ ଡୋମ୍ । ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ କରିବ ନଷ୍ଟ । ରେଞ୍ଜରେ ପୂରା ଦୁନିଆ । ଆମେରିକା ତିଆରି କରିବ ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା, ଗୋଲଡେନ୍ ଡୋମ୍ । କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଏହା ଯୁଦ୍ଧ ସମୟରେ ପ୍ରତିରକ୍ଷା ବ୍ୟବସ୍ଥାକୁ ନୂଆ ସ୍ତରକୁ ନେଇଯିବ । ୧୭୫ ବିଲିୟନ ଡଲାର ଖର୍ଚ୍ଚରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଋଷ ଓ ଚୀନ ପରି ଶକ୍ତିଶାଳୀ ଦେଶଙ୍କଠାରୁ ସମ୍ଭାବ୍ୟ ବିପଦରୁ ଆମେରିକାକୁ ସୁରକ୍ଷା ଦେବ ।

କାହିଁକି ଦରକାର ପଡିଲା ଗୋଲଡେନ୍ ଡୋମ୍?

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶକୁ କେଉଁଠୁ ବିପଦ ? ୟମନର ହୁତି ହୁଅନ୍ତୁ କି ଆଫ୍ରିକାର ବିଦ୍ରୋହୀ ସଂଗଠନ, ଯେଉଁଠି ବି ଆମେରିକା ସେନା ମୁହାଁମୁହିଁ ହେଉଛନ୍ତି, ସେଠାରେ ଶତ୍ରୁ ଅପେକ୍ଷାକୃତ କମ୍ ଶକ୍ତିଶାଳୀ । ତେବେ ଆଗାମୀ ଦିନରେ ଯୁଦ୍ଧ ତଥା ଇଲେକ୍ଟ୍ରୋନିକ୍ ଓ୍ବାରଫେୟାରକୁ ଆଖିରେ ରଖି ଗୋଲଡେନ୍ ଡୋମ୍ ତିଆରି କରିବାକୁ ନିଷ୍ପତି ନେଇଛନ୍ତି । ବିଦେଶୀ କ୍ଷେପଣାସ୍ତ୍ର ଆକ୍ରମଣରୁ ଏହା ଆମେରିକାକୁ ସୁରକ୍ଷା ଦେବ । ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ମତରେ ଚୀନ୍ ଓ ଋଷର ହାଇପରସୋନିକ୍ ମିସାଇଲ୍, ବାଲିଷ୍ଟିକ ମିସାଇଲ୍ ଓ ଏଆଇ ହତିଆର ଭବିଷ୍ୟତରେ ଆମେରିକା ପାଇଁ ସୁରକ୍ଷା ସଂପର୍କିତ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଲମ୍ବା ଦୂରତା ପର୍ଯ୍ୟନ୍ତ ଟାର୍ଗେଟ୍ ହିଟ୍ କରିପାରୁଥିବା ମିସାଇଲ୍ ମଧ୍ୟ ବିପଦ ହୋଇପାରେ । ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ।

ଗୋଲଡେନ୍ ଡୋମ୍ ରେଞ୍ଜରେ ପୂରା ଦୁନିଆ

ଗୋଲଡେନ୍ ଡୋମ୍ ସାଟେଲାଇଟର ଏକ ନେଟଓ୍ବର୍କ ଉପରେ କାମ କରିବ, ଯାହା କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଟ୍ରାକ କରିବା ସହ ରୋକିଦେବ । ଏହା ମିସାଇଲ୍ ଚିହ୍ନଟ କରିବା ଓ ନଜର ରଖିବା ପାଇଁ ଶତାଧିକ ଉପଗ୍ରହକୁ ନିୟୋଜିତ କରିପାରିବ । ଗୋଲଡେନ୍ ଡୋମ୍ ହାଇପରସୋନିକ ମିସାଇଲ, ବାଲିଷ୍ଟିକ ମିସାଇଲ୍ ଓ ଆଡଭାନ୍ସ କ୍ରୁଜ ମିସାଇଲକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେବ । ନିଜ କାର୍ଯ୍ୟକାଳ ଶେଷ ଅର୍ଥାତ ୨୦୨୯ ସୁଦ୍ଧା ଗୋଲଡେନ୍ ଡୋମ୍ ଦେଖିବାକୁ ଚାହୁଁଥିବା ଟ୍ରମ୍ପ କହିଛନ୍ତି । ମୋଟ୍ ପ୍ରକଳ୍ପ ପାଇଁ ୧୭୫ ବିଲିୟନ ଡଲାର ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ବିଲିୟନ ଡଲାରର ବଜେଟ୍ ପ୍ରସ୍ତାବ ରଖାଯାଇଛି। ଏଲନ ମସ୍କଙ୍କ କମ୍ପାନୀ ସ୍ପେସେକ୍ସକୁ ଏହି ପ୍ରତିରକ୍ଷା ବ୍ୟବସ୍ଥାର ପ୍ରମୁଖ ଅଂଶ ବିକଶିତ କରିବାକୁ କଣ୍ଟ୍ରାକ୍ଟ ଦିଆଯାଇଛି।

ଏମିତି କାମ କରିବ ଗୋଲଡେନ୍ ଡୋମ୍

ଗୋଲଡେନ୍ ଡୋମ୍ ଆମେରିକା ପାଇଁ ବହୁସ୍ତରୀୟ ଇଣ୍ଟରସେପ୍ଟର ଭାବେ କାମ କରିବ । ଏହି ପ୍ରତିରକ୍ଷା ବ୍ୟବସ୍ଥାରେ ମହାକାଶ ଆଧାରିତ ସେନସର ରହିବ । ଏହାର ରେଞ୍ଜରେ ଆସୁଥିବା ଅଞ୍ଚଳ ଆଡକୁ କୌଣସି ବିପଦ ଆଗେଇଲେ ମହାକାଶରେ ଥିବା ସାଟେଲାଇଟର ସେନସର ଚିହ୍ନଟ କରିବ । ଏହାସହ ଗୋଲଡେନ ଡୋମକୁ ଆକ୍ସନ୍ ପାଇଁ ପ୍ରସ୍ତୁତ କରିବ । ଇସ୍ରାଏଲରେ ଥିବା ଆଇରନ ଡୋମର ସ୍ବତନ୍ତ୍ର ସୀମା ରହିଛି । ହମାସର ଆକ୍ରମଣ ବେଳେ ଅନେକ ଡ୍ରୋନ୍ ଆଇରନ୍ ଡୋମ ଭେଦ କରିଥିଲା । ଆଇରନ ଡୋମ୍ ବିଶେଷ କରି ଅଳ୍ପ ରେଞ୍ଜର ରକେଟ୍ ଓ ମିସାଇଲ୍ ରୋକିବାକୁ ଡିଜାଇନ୍ କରାଯାଇଛି । ତେବେ ଗୋଲଡେନ୍ ଡୋମ୍ ଲମ୍ବା ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଏଆଇ ଆଧାରିତ ବିପଦକୁ ନଷ୍ଟ କରିବାରେ ବି ସକ୍ଷମ ।

ବିଶେଷଜ୍ଞଙ୍କ ମତରେ ଗୋଲଡେନ୍ ଡୋମର ନିର୍ମାଣ ଖର୍ଚ୍ଚବହୁଳ ଓ ଟେକ୍ନୋଲୋଜି ଦୃଷ୍ଟିରୁ ଚ୍ୟାଲେଞ୍ଜିଂ ହେବ । ଆମେରିକା ଏହି ପ୍ରକଳ୍ପ ଆରମ୍ଭ କରିବା ପରେ ଏବେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନେଇ ନୂଆ ରେସ ଆରମ୍ଭ ହୋଇପାରେ । ଋଷ ଓ ଚୀନ ପରି ଦେଶ ଏହି ବ୍ୟବସ୍ଥାର ଜବାବରେ ମିସାଇଲ୍ ଟେକ୍ନୋଲୋଜିକୁ ଆହୁରି ଉନ୍ନତ କରିପାରନ୍ତି । ତେବେ ଆମେରିକାର ସୁରକ୍ଷାକୁ ଅଭେଦ୍ୟ କରିବା ଦିଗରେ ଗୋଲଡେନ୍ ଡୋମକୁ ବଡ଼ ପଦକ୍ଷେପ କୁହାଯାଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech