କେନ୍ଦ୍ରୀୟ ଶ୍ରମିକ ସଂଗଠନ କୁ ସମର୍ଥନ ଜଣାଇ ବିଭିନ୍ନ ସଂଘଣ୍ଠ ନ ର ଧର୍ମଘଟ ଓ ଡ୍ରାଇଭର ଙ୍କ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ26 ନମ୍ବର ଜାତୀୟ ରାଜ ରାସ୍ତା ରେ ବିଭିନ୍ନ ଗଣସଂଗଠନ ସର୍ବଭାରତୀୟ ଶ୍ରମିକ ସଂଗଠନ ର ଆନ୍ଦୋଳନ କୁ ସମର୍ଥନ ଜଣେଇ ସି ପି ଆଇ, ଡ୍ରାଇଭର ମହାସଂଘ ଏକତା ମହାମଞ୍ଚ ୭ଦଫା, ନିଖିଳ ଓଡିଶା ଏମ ଡି ଏମ ପାଚିକାଓ ସହାୟିକା ସଂଘ୬ଦଫା ଦାବିନେଇ ରାଜ ରାସ୍ତା ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରାଲି ଦେଖିବା କୁ ମିଳି ଥିଲା | ଡ୍ରାଇଭର ମହା ସଂଘର ଷ୍ଟେ ରିଙ୍ଗ ଛାଡ ଆନ୍ଦୋଳନଦୁତୀୟ ଦିନରେ ପହଞ୍ଚିଥିବାବେଲେ,ପାଚିକାମହା ସଂଘର ଆନ୍ଦୋଳନ ତିବ୍ରରୁପ ନେଇଥିଲା ,ନବିନ ସରକାର ଥିବା ସମୟରେ ଭାରତୀୟ ଜନତାପାଟି ବିରୋଧିରେଥିବାବେଲେ,ଶ୍ରମିକ,ସହାୟିକା ,ପାଚିକା, ଡ୍ରାଇଭର ମାନଙ୍କ ହକପାଇ ଲଢୁଥିବାବେଳେ,ଏବେ ଡବଲ ଇଞ୍ଜିନ ସରକାର କାହିଁକି ନିରବଦ୍ରଷ୍ଟା ସାଜିଛି ବୋଲି ସଂଘ ନିନ୍ଦା କରୁଛି,ଜଦି ଆମ ଦାବିପୁରଣନକରନ୍ତି ସରକାର ତାହାହେଲେ ଆନ୍ଦୋଳନ ତିବ୍ର ହେବବୋଲି ,ଏକତା ମହାମଞ୍ଚ ସଭାପତି ଟଙ୍କଧର ଭାଟି, ସମ୍ପାଦକ ଲକ୍ଷ୍ମଣ ଚଳାନ, ଉପ ସଭାପତି ଅଜିତକୁମାର ନାଗ, ସମ୍ପାଦକ ଘନଶ୍ୟାମ ପୂଝରୀ, କୋଷାଧକ୍ଷ ଗଣେଶ ପୂଝରୀ, ଉପଦେଷ୍ଟା ଦେବେନ୍ଦ୍ର ବାଗ, ସତ୍ୟବାନ ନିଆଲ, ନିଖିଳ ଓଡିଶା ଏମ, ଡି,ଏମ, ପାଚିକା ଓ ସହୟିକା, ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର, ରାଜ୍ୟ ପରିଷଦ ସଭ୍ୟା ଅବନ୍ତି ଦଣ୍ଡସେନା, ରାଜ୍ୟପରିଷଦ କବିତା ଖରସେଲ, ଅଯୋଧ୍ୟା ହାତୀ, ରକେରାମ ଭାଟି, ନିଳେନ୍ଦ୍ରି ନାଗ, କ୍ଷୀର ବାଗ, ସେବତୀ ତାଣ୍ଡି, ମାଳାସିଲା ନିଆଲ, କମଳା ଶବର, ଭ ଗୀତାଞ୍ଜଳି ବେମାଳ, ମମତା ବେମାଳ,ସତ୍ୟବାନ ବାଗ, ସି ପି ଆଇ, ରୁ ରାଜ୍ୟସମ୍ପାଦକ ମଣ୍ଡଳୀ ଶ୍ରୀ ଦାମୋଦର ବେହେରା ପ୍ରମୁଖ ଉପସ୍ଥିତ ରହି ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




