ପାଖେଇ ଆସୁଛି ପାର୍ବଣ ଋତୁ ଏବଂ ଏଥି ପାଇଁ ଚଳଚଞ୍ଚଳ ଢେ଼ଙ୍କାନାଳ ସହର ମୀନା ବଜାର କୁମ୍ଭାର ସାହି ମୂର୍ତ୍ତି କାରିଗର ମାନେ ଆଗକୁ ଗଣେଶ ଚତୁର୍ଥୀ ଆସୁଥିବାରୁ ମୂର୍ତ୍ତି ପ୍ରସ୍ତୁତ କାର୍ଯ୍ୟ ରେ ଲାଗି ପଡିଛନ୍ତି। ଆସନ୍ତା ଅଗଷ୍ଟ ମାସ ୨୭ ତାରିଖରେ ବିଭିନ୍ନ କ୍ଲବ୍ ,ସ୍କୁଲ କଲେଜ ଓ ପୂଜା ମଣ୍ଡପରେ ଗଜାନନ ପୂଜା ପାଇବେ ।



