ଭାଇ, ଭଉଣିର ଜନ୍ମଦିନ ପାଲନକଲେ ଧର୍ମଗଡ଼ ଜଶୋଦାଅନାଥଶ୍ରମରେ ବଡଭଉଣି
କଲାହାଣ୍ଡି ଜିଲ୍ଲା ଧର୍ମଗଡ ଯଶୋଦା ଅନାଥଶ୍ରମ ଠାରେ ଆଜି ମହିଭର ଗ୍ରାମର ସମାଜଶେବି ଶ୍ରୀ ବାଲେଶ୍ବର ସୁନାନୀ ଙ୍କ ଝିଅ ଶୁଶ୍ରୀ କବିତାଞ୍ଚଲି ସୁନାନୀ ସାନଭାଇ ସ୍ବର୍ଗତ ଶ୍ରୀସୁଜିତ କୁମାର ସୁନାନୀ(ଅଜୁ)ଓସାନ ଭଉଣି ସିମା ର ଜନ୍ମଦିନ ଧର୍ମଗଡ ଯଶୋଦା ଅନାଥାଶ୍ରମଠାରେ ନିଜ ସାନଭାଇର ଦୁଃଖ କୁ ଅନ୍ତରରେ ଜାବୁଡିଧରି ଜଣେ କାର୍ଯ୍ୟରତ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଆଜି ଅନାଥ ପୁଅଝିଅ ୭୬ଜଣ, ବୃଦ୍ଧ ବୃଦ୍ଧା ୨୬ଜଣ,ବିକଳାଙ୍ଗ ୭ଜଣ ଓ ଅନାଥାଶ୍ରମର ଲୋକମାନଙ୍କ ସହ ମିଶି କେକକାଟି ଜନ୍ମଦିନ ପାଳନ କରିଥିଲେ, ଏବଂ ସମସ୍ତଙ୍କୁ ମିଷ୍ଟାନ୍ନ ଓଫଲ ବଣ୍ଟନ କରିଥିଲେଓ କହିଥିଲେ, ଏହି ଭାଇ ଭଉଣି ସହ ମିଶି ବହୁତ ଭଲଲାଗିଲା, ମୁଁ ଶବୁବେଲେ ଏମିତି ସାହାର୍ଯ୍ୟର ହାତବଢ ଉ ଥିବି ବୋଲି କହିଥିଲେ, ,ଅନାଥାଶ୍ରମର ଉପଦେଷ୍ଟା,ଶ୍ରୀ ଶ୍ବାମସୁନ୍ଦର ଜାଲ ଜଶୋଦାମା ଓ ଶ୍ରୀକସ୍ତୁରିଜାଲ,ଶ୍ରୀ ଖଗପତି ଶଗଡ଼ିଆ,ବିବେକନିଆଲ,ସୁଶାନ୍ତ ନାଏକ ସମସ୍ତ ଯଶୋଦା ଶ୍ରମର କର୍ମକର୍ତ୍ତା ଶୁଶ୍ରୀ କବିତାଞ୍ଚଲି ସୁନାନୀ ଙ୍କୁ ଧନ୍ୟବାଦ ଜଣେଇ ଥିଲେ, ଓ ମିଷ୍ଟାନ୍ନ ବଣ୍ଟନରେ ସହଯୋଗ କରିଥିଲେ, ଓ ଜନ୍ନଦିନ ପାଲନ କରିଥିବା ପୁଅଝିଅଙ୍କ ଶୁଭ ମନାସି ଥିଲେ।ଜଣେ ଝିଅ ଏପରିପଦଖେପ ନେଇ ଅନାଥ ଶିଶୁ,ବୃଦ୍ଧ, ବୃଦ୍ଧା ଓ ବିକଲାଙ୍ଗ ମାନଙ୍କୁ ସାହାର୍ଯ୍ୟର ହାତ ବଢ଼େଇ ଥିବାରୁ ଏଭଲିପଦକ୍ଷେପକୁ ଜନମ଼ହଲରେ ଆନନ୍ଦ ଉଶ୍ଵାହ ଓ ପ୍ରଶଂସା ର ଶୁଅଛୁଟିବାରେ ଲାଗିଛି…। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



