ବନ୍ୟା ଘେରରେ ପ୍ରସିଦ୍ଧ ବାବା ଶ୍ୟାମେଶ୍ଵରଙ୍କ ପୀଠ
ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟ ବର୍ତ୍ତୀ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଓ ରଣପୁର ପଞ୍ଚାୟତର କଣ୍ଟିପୁର ସିମାରେ ଥିବା ପ୍ରସିଦ୍ଧ ବାବା ଶ୍ୟାମେଶ୍ଵରଙ୍କ ପୀଠରେ ଖରସ୍ରୋତା ନଦୀରେ ବଢ଼ି ପାଣି ଆସିବା ଦ୍ଵାରା ପୀଠରେ ନାହଁ ନ ଥିବା ଅସୁବିଧା ହେଉଛି। ଦୈନିକ ପୁଜା କାର୍ଯ୍ୟ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟାଘାତ ସୁଷ୍ଟି ହେଉଛି।ମନ୍ଦୀରର ଉନ୍ନତି କାରଣ ସହ କିଭଳି ବଢ଼ି ପାଣି ନ ପସିବ ମନ୍ଦୀର ଭିତରକୁ ସେଥିଲାଗି ମନ୍ଦୀର ପରିଚାଳନା କମିଟି ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।



