ଛତିଶଗଡ଼ରେ ଓଡ଼ିଶାର ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମାନ୍ନା କର୍ପା ଥିବା ଜଣାପଡ଼ିଛି ।
ରାମାନ୍ନା ନାଁରେ ପୂର୍ବରୁ ପୋଲିସ ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲା । ଏହାଛଡ଼ା କଳାହାଣ୍ଡି-ଘୁମୁସର ଏରିଆ କମିଟିର ଚାରି ଜଣ ଏସିଏମ ଥିବା ସୂଚନା ମିଳିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


