ଭୂବନେଶ୍ୱର, ୧୨/୦୮ : ମଣିଷ ଏକ ସାମାଜିକ ପ୍ରାଣୀ, ଯିଏକି ସମାଜ ଭିତରେ ତୁହେ ହାତୀ ଏକ ବନ୍ୟପ୍ରାଣୀ, ଯାହାର ଦାସସ୍ଥାନ ବଙ୍ଗଲା। ଶତ୍ରୁତା ସୃଷ୍ଟି କରିଛି। ଜନସଂଖ୍ୟା ବୃଦ୍ଧି ଢେର କିମ୍ବା ମଣିଷର ଜୀବନଶୈଳୀରେ ପରିବର୍ତ୍ତନ କିମ୍ବା ଦସ୍ତର ମନୋବୃଦ୍ଧି ପାଇଁ ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହୋଇଚାଲିଛି, ଯେଉଁଥିପାଇଁ ବନ୍ୟପ୍ରାଣୀ ହାତୀ ଏବେ ବେସାହାରା ହୋଇ ଜନବସତି ଭିତରକୁ ଧସେଇ ପଶୁଛି ଆହାର ଅନ୍ଵେଷଣରେ ଆସି ଫସଲ କ୍ଷତି କରୁଛି।
ପରିସ୍ଥିତିରେ ପଡ଼ି ଏବଂ ଜୀବନ ଜୀବିକାକୁ ରକ୍ଷା କରିବାକୁ ଯାଇ ଚାଷୀଟି ତା’ର ବୁଦ୍ଧି ଓ ବିବେକ ହରାଇ ହାତୀ ସହ ଇଡ଼େଇ କରୁଛି। ଇଡ଼େଇରେ କେତେବେଳେ ଜାତୀ ଜନ୍ଦୁଛି ତ ଆଉ କେତେବେଳେ ମଣିଷ। ବନ ଅଧୁକାରୀ ପ୍ରକ୍ରିୟା ଗତ ଦଶନ୍ଧି ଧରି ତୀବ୍ର ହେବାରେ ଲାଗିଛି। ଏହାର ସମାଧାନ ଲାଗି ବଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାତୀସାଥୀ, ନେସଥୀ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ମାତ୍ର ବାସ୍ତବ କ୍ଷେତ୍ରରେ ଏହା ହାତୀ-ମଣିଷ ଇଡ଼େଇକୁ ରୋକିପାରୁନାହିଁ। ଫଳରେ ଗତ ୫ ବର୍ଷ ମଧ୍ୟରେ ୪୦୫ ହାତୀ ସରନାରୀ ଭାବେ ମୃତ ପୋଷିତହୋଇଥିବାବେଳେ ୬୨୪ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ପ୍ରଣୟନରେ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୧୦୩ ହାତୀ ରହିଛନ୍ତି। ମୟୂରଭଞ୍ଜରେ ସର୍ବାଧିକ ୨୯୫ଟି ହାତୀ ରହିଥିବାବେଳେ ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏ ହାତୀ ରହିଛନ୍ତି। ଏହାବାଦ୍ ଅନୁଗୋଳ ୨୫୪, କେନ୍ଦୁଝର ୧୯୫, ସୁନ୍ଦରଗଡ଼ ୧୭୯, ସମ୍ବଲପୁର ୧୪୦, କଟକ ୧୩୨, ଦେବଗଡ଼ ୧୦୭, କଳାହାଣ୍ଡି ୯୫, ଖୋର୍ଦ୍ଧା ୮୩, ନୟାଗଡ଼ ୫୬, ବାଲେଶ୍ବର ୫୪, ଗଞ୍ଜାମ ୯୩, କନ୍ଧମାଳ ୫୪, ବଲାଙ୍ଗୀର ୪୨, ବୌଦ୍ଧ ୧୬ ଏବଂ ସୁବର୍ଣ୍ଣପୁରରେ ୩ଟି ହାତୀ ଥିବା ଜଣାପଡ଼ିଛି I ତେବେ ହାତୀ ଭାବ ରୁଛି। ଲ ଓ ମୃତ୍ଯୁର ଅନେକ କାରଣ ରହିଛି । ଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୮୧ଟି ଲେଖାଏ ହାତୀଙ୍କର ମୃତ୍ୟୁ ବିଭିନ୍ନ କାରଣରୁ ହୋଇଥିବା ମନ୍ତ୍ରୀ ଗୃହକୁ ଦର୍ଶାଇଥିଲେ। ଜୁଲାଇ ୩୧ରେ ରାଜ୍ୟ ସଭାର ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ହାତୀ ଆକ୍ରମଣରେ ୧୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ १०१०-१९८० ୯୩, ୨୦୨୧-୨୨ରେ ୧୧୨, ୨୦୨୨- ୨୩ରେ ୧୪୮ ଏବଂ ୨୦୨୩-୨୪ରେ ୧୫୪ ଜଣଙ୍କ ପ୍ରାଣହାନି ହୋଇଛି। ଅନ୍ୟପକ୍ଷେ ବିଭାଗୀୟ ତଥ୍ୟ କହୁଛି ଯେ, ୨୦୧୨-୧୩ରେ ହାତୀ-ମଣିଷ ଲଢ଼େଇରେ ୮୨ ହାତୀଙ୍କ ହାତୀ ମୃତ୍ୟୁ ହୋଇଥିବାବେଳେ ୯୩ ଲୋକଙ୍କ ମୃତ୍ଯୁ ସହ ୨୦୮ ଆହତ, ୨୦୧୪-୧୫ରେ ୫୪ ହାତୀ ସାଙ୍ଗକୁ ୭୪ ମଣିଷଙ୍କ ମୃତ୍ୟୁ ଏବଂ ୧୪୦ ଆହତ, ୨୦୧୫-୧୬ରେ ୮୬ ହାତୀ ଓ ୧୦୭ଲୋକଙ୍କ ମୃତ୍ୟୁ ସାଙ୍ଗକୁ ୩୦୯ ଆହତ, ୨୦୧୬- ୧୭ରେ ୭୬ ହାତୀ ସାଙ୍ଗକୁ ୯୬ ଲୋକଙ୍କ ମୃତ୍ୟୁ ଓ ୨୪୮ ଆହତ, ୨୦୧୭-୧୮ରେ ୭୭୮ ହାତୀ ଓ ୧୩୨ ଜଣଙ୍କର ମୃତ୍ୟୁ ବେଳେ ୨୮୩ ଆହତ, ୨୦୧୮-୧୯ରେ ୯୩ ହାତୀ ଓ ୧୧୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୩୭ ଆହତ ହୋଇଛନ୍ତି।ସେହିପରି ୨୦୧୯-୨୦ରେ ୮୨ ହାତୀ ଓ ୧୪୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୪ ଜଣ ଆହତ ହୋଇଥିଲେ। ଯଥାକ୍ରମେ ୧୫୮ ଓ ୧୨୭ ଲୋକଙ୍କ ପ୍ରାଣହାନି ଏବଂ ୩୨୭ ଓ ୩୪୨ ଜଣ ଆହତ ହୋଇଛନ୍ତି । ବିଭାଗ ପକ୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷରେ ହାତୀଜନିତ ପ୍ରାଣ ହରାଇଥିବା ପରିବାରଗୁଡ଼ିକୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦକୁ ୧ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୧୩-୧୪ରେ ୧.୨୨ କୋଟି, ୨୦୧୪-୧୫ରେ ୧.୯୬ କୋଟି, ୨୦୧୫-୧୬ରେ ୨.୦୩ କୋଟି, ୨୦୧୬-୧୭ରେ ୨.୫୧ କୋଟି, ୨୦୧୭-୧୮ରେ ୨.୫୯ କୋଟି, ୨୦୧୮-୧୯ରେ ୨.୭୦ କୋଟି, ୨୦୧୯-୨୦ରେ ୩.୬୨ କୋଟି, ୨୦୨୦-୨୧ରେ ୬.୩୭କୋଟି, ୨୦୨୧-୨୨ରେ ୪.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ କେବଳ ହାତୀ ଦ୍ଵାରା ପ୍ରାଣ ହରାଇଥିବା ପରିବାରକୁ ୨୯.୩୮କୋଟି ଟଙ୍କା ବଣ୍ଟନ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀମୃତ୍ଯୁ ରୋକିବା ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


