ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ। ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କେନ୍ଦୁଝର- ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମ୍ବଲପୁର- ସୁରେଶ ପୂଜାରୀ, ବଲାଙ୍ଗିର- ରବି ନାଏକ, କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର।
ପୁରୀ- ପୃଥ୍ବୀରାଜ ହରିଚନ୍ଦନ ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗଗଜପତି-ବିଭୂତି ଭୂଷଣ ଜେନା, ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁର- ଗଣେଶ ରାମ ସିଂଖୁଣ୍ଟିଆ, ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ , ଅନୁଗୁଳ- ପ୍ରଦୀପ ବଳସାମନ୍ତ ,ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍,ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ସମ୍ପଦ ଚନ୍ଦ୍ର ସ୍ବାଇଁ ।



