ଢ଼େଙ୍କାନାଳ ଗାନ୍ଧୀ ମନ୍ଦୀର ରୋଡ ସ୍ଥିତ ମେହେନ୍ତର ସଙ୍ଘ ପକ୍ଷ ରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି। ଉକ୍ତ ସମାରୋହ କୁ ସଭାପତି ସାନିଟାଇଜ ଇନ୍ସପେକ୍ଟର ବିଭୂତି ଭୂଷଣ ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ ଓ କହିଥିଲେ ସଂକଳ୍ପ ନେବା ସହରକୁ ନିର୍ମଳ ଓ ସଫା ସୂତର ରଖିବା । ଉପ ସଭାପତି ବାବୁଲି ସିଂହ, ବିପିନ୍ ନାୟକ, ସଂପାଦକ ବାବୁଲି ଜେନା, ଟ୍ରେଜର ଗୀତା ନାୟକ ଓ ସମସ୍ତ ପୌର କର୍ମଚାରୀ ଓ ସଫେଇ କର୍ମଚାରୀ ଙ୍କ ଉପସ୍ଥିତି ରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି।

April 30, 2026/
No Comments


