ଜୟ ମା ମଙ୍ଗଳା କ୍ଳବ୍ ୨୫ ତମ ଖୁଦୂର୍କୁଣି ଓଷା ପାଳିତ
ଢେ଼ଙ୍କାନାଳ ବାଜିଚୌକ ସ୍ଥିତ ସୀତାରାମ ଆଶ୍ରମ ଜୟ ମା ମଙ୍ଗଳା ୨୫ ତମ ଖୁଦୂର୍କୁଣି ଓଷା ପାଳିତ ହେଇଯାଇଛି ।ଆଜି ଶେଷ ଦିନ ଧୁମ ଧାମ ରେ ଖୁଦୁରୁକୁଣୀ ଓଷା ଶେଷ ଦିନ ପୂଜାକୁ ପାଳନ କରିଥିଲେ। ଆଜି ଶେଷଦିନ ୧୦୮ ଆଳତି ଦାନି ରେ ଆଳତି କରିବା ସହ ଓଷା ବହି ପଠନ କରିଥିଲେ ଓ ମା ଙ୍କ ପାଖରେ ବିଭିନ୍ନ ଭୋଗ ଲାଗି କରିଥିଲେ । ସଭାପତି ମୋନାଲିସା ଜେନା ସମ୍ପାଦକ ସ୍ମୃତି ପ୍ରଜ୍ଞା ସିଂ କୋଷାଧ୍ୟକ୍ଷ ବିଶ୍ୱଜିତା ସିଂ ସମସ୍ତ ଝିଅ ଓ ବହୁ ମାନଙ୍କ ଉପସ୍ଥିତିରେ ଉତ୍ସାହ ର ଶହ ମା ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ



