ଢେ଼ଙ୍କାନାଳ ରାଧାକୃଷ୍ଣ ବଜାର ଦୋଳ ମଣ୍ଡପ ସାହିରେ ଖୁଦୁରୁକୁଣୀ ଓଷା ଶେଷ ପାଳି । ଝିଅ ବହୁ ମାନେ ଦୀର୍ଘ ୨୫ ବର୍ଷ ହେବ ଏହି ପୂଜା କରି ଆସୁଛନ୍ତି । ମା ଙ୍କୁ ବିଭିନ୍ନ ପ୍ରକାର ଭୋଗ ଭୋଗ ଲଗାଇ ପୂଜା ଅର୍ଚ୍ଚନା କରିଥିଲେ। ସଭାପତି ଶୁହାସିନି ଷଣ୍ଢ ସମ୍ପାଦକ ବର୍ଷା ରାଣୀ ଷଣ୍ଢ କୋଷାଧ୍ୟକ୍ଷ ଜ୍ୟୋତିର୍ମୟୀ ଷଣ୍ଢ ଓ ଅଞ୍ଚଳ ଝିଅ ବହୁ ମାନେ ପୂଜା ଅର୍ଚ୍ଚନା କରିଥିଲେ।



