ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷଙ୍କ ଗଭୀର ଚେର ଭିତରେ ବିଜେପି ଚେର କାଟୁଛି…..
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ 2024 ମସିହାରେ ଆଶାୟୀ ପ୍ରାର୍ଥୀ ଥିବା ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ବିଜୁ ଜନତା ଦଳର ଆଶା ଥିଲେ ପୂର୍ବତ୍ତନ ମନ୍ତ୍ରୀ ଡ଼ଃ ନୃସିଂହ ଚରଣ ସାହୁଙ୍କର ଖାସ ଲୋକ ଥିବା କାର୍ତିକ ବିଶ୍ୱାସ ଘାତକ କରିଥିବାରୁ ଦଳରୁ ନିଲମ୍ବନ କରାଗଲା!କିଛି ଉପାୟ ନ ପାଇ ଅସହାୟ ହେବାରୁ ବିଜେପି ଲୋକଙ୍କୁ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ସମୟରେ ବିଜେପି ଲୋକଙ୍କୁ ପୁରେଇ ଦେଉନଥିବା ବିଜେପି ଦଳରେ2024ସାଧାରଣ ନିର୍ବାଚନରେ ମିଶିଗଲେ!ବର୍ତ୍ତ ମାନ ପୂର୍ବତ୍ତନ ଅଧ୍ୟକ୍ଷକୁ ବିଶେଷ ଗୁରୁତର ଦେଉନାହାନ୍ତି ଶାସକ ଦଳ!କୁଆଡେ ଶୁଣା ଯାଉଛି ଆଗକୁ ଥିବା ପଂଚାୟତ ଇଲେକ୍ସନ ପାଇଁ ନିଜର ଶକ୍ତି ତିଆରି ଚାଲିଛି ଯାହା ଚାହା ଖଟିରୁ ଆଲୋଚନା ହେଉଛି!ଆପଣେଇ ଥିବା ଶାସକ ଦଳ କିଛି ଟେର ପାଉନାହାନ୍ତି କୁଆଡେ ଶୁଣା ଯାଉଛି କଂଗ୍ରେସ ଦଳକୁ ସହଯୋଗ କରିବ ବୋଲି ଚର୍ଚ୍ଚା କରୁଛନ୍ତି ଲୋକମାନେ ଏଥିରେ କିଛି ସାମ୍ବାଦିକ ସହଯୋଗ କରୁଥିବା ଆଲୋଚନା ହେଉଛି!ବିଜୁ ଜନତା ଦଳରେ ଥିଲାବେଳେ ଶକ୍ତି ପ୍ରଦର୍ଶନ କରି ବିଜୁ ଜନତା ଦଳକୁ ଟାର୍ଗେଟ କରିଥିଲେ!ଶୁଣାଯାଉଛି ପଞ୍ଚାୟତ ନିର୍ବାଚନ ସମୟ ଆସିଲେ ଶାସକ ବିଜେପି ଦଳକୁ ପାନେ ଦେବେ ବୋଲି!ଯାହା ଆଶାଥିଲା ମଉଳି ଗଲାଣି!ଚକ୍ରାନ୍ତ କରି ଅନାସ୍ଥା କରି ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ଚେଷ୍ଟା କରିଥିଲେ କିନ୍ତୁ ଭାଗ୍ୟ ସାଥ ଦେଲନି!ଏହାର ପ୍ରତିସୁଧ ନେବା ପାଇଁ ବିଜେପିର ଚେର କଟାଯାଉଛି!ବିଜୁ ଜନତା ଦଳରେ ଯେତିକି ଦବଦବା ଥିଲା ବିଜେପି ଶାସକ ଦଳରେ ମିଶିଲା ପରେ ଆଉ ସେତିକି ଦବଦବା ମିଳୁନି!କଉଠି ବିନା ନିମନ୍ତ୍ରଣ ରେ ଜବରଦସ୍ତ ଯାଉଥିବା ଆଲୋଚନା ହେଉଛି! ଧୀରେ ଧୀରେ କାର୍ତିକ ସାହଙ୍କର ଲୋକ ପ୍ରିୟ କମିଗଲାଣି ଦେଖା ଯାଉ ଆଗକୁ କଣ ହେବ ଆଶା ଆଶାରେ ରହିବନୀତ।



