ଭରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ଥା ନାଗେଶ୍ୱରନ କହିଛନ୍ତି କି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ ।
କୋଲକାତାର ଏକ କାର୍ଯ୍ୟକ୍ରମରେ ନାଗେଶ୍ୱରନ କହିଛନ୍ତି ତାଙ୍କର ପୂରା ଭରସା ରହିଛି କି ଆଗାମୀ କିଛି ମାସ ମଧ୍ୟେ ର କି ତା ପୂର୍ବରୁ ବି ଆମେରିକା ପ୍ୟାନେଲ ଟାରିଫ୍ କମାଇବା ଉପରେ ବିଚାର କରିପାରେ ।
ଏହାସହ ରେସିପ୍ରୋକଲ ଡ୍ୟୁଟି ମଧ୍ୟ ଯାହା ପୂର୍ବରୁ ଆଶା କରାଯାଉଥିଲା ସେହି ସ୍ଥରକୁ ଆସିପାରେ ।ଯଦି ବାସ୍ତବରେ ଆମେରିକା ଏଭଳି ନିଷ୍ପତ୍ତି ନିଏ ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ଥି ମିଳିବ । ଏହା ସହ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜବୁତ ହେବ । ଟାରିଫ୍ କମ୍ କରାଗଲେ ଭାରତର ଷ୍ଟିଲ ଆଲୁମିନିୟମଓ ଶିଳ୍ପ ଉତ୍ପାଦକୁ ଆମେରିକା ବଜାରରେ ସହଜରେ ସ୍ଥାନ ମିଳିଯିବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


