ଜୁନାଗଡ଼ ବିଜେପି,ର ସେବାପକ୍ଷ ସ୍ୱଛ ଭାରତ ଏବଂ ସଫେଇ କାର୍ଯ୍ୟକ୍ରମ

କଳାହାଣ୍ଡି ଜୁନାଗଡ ତା୨୦/୯ ଗତଏକ ଦଶନ୍ଧି ରୁ ଅଧିକ ସମୟ ଧରି କେନ୍ଦ୍ର ସରକାର ଦେଶରେ ଅନ୍ତୋଦୟ ଏବଂ ସର୍ବଦର୍ଶି ବିକାଶ ଲକ୍ଷ ନେଇ କାର୍ଯ୍ୟ କରୁଛନ୍ତି, ମୋଦି ସରକାର ସବକା ସାଥ, ସବକା ବିକାଶ,ସବକା ବିଶ୍ୱାସ ଏବଂ ସବକା ପ୍ରୟାସ, ନେଇ ବଢୁଛନ୍ତି ସରକାରଙ୍କ ସବୁ ଯୋଜନା ର ଶତପ୍ରତିଶତ କାର୍ଯ୍ୟ କରିବା ପ୍ରତି ଧ୍ୟାନ ଦିଆଯାଉଛି, ଏପରି ସ୍ଥଳେ ଜୁନାଗଡ ବି,ଜେ, ପି,ପକ୍ଷରୁ ସ୍ଥାନୀୟ ଜୁନାଗଡ଼ ହନୁମାନ ମନ୍ଦିର ଓ ବିଜୁପଟନାୟକ ଷ୍ଟାଡିୟମ ପରିସରରେ ସେବାପକ୍ଷ ସ୍ୱଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି,ଯାହା ସ୍ୱଚ୍ଛତା ଭବିଷ୍ୟତ ପିଢ଼ିପାଇଁ ସହାୟକ ହେବ, ଏହି ସଫେଇ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା,

ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ଅଜୟ କୁମାରପାଣିଗ୍ରାହୀ, ହିମାଂଶୁ ବରାଡ଼, ସୁଧାଂଶୁ ବରାଡ଼ ଆଡଭୋକେଡ଼ ଶିଶିର ପଟନାୟକ, ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ ପଟନାୟକ,ସାଧାରଣ ସମ୍ପାଦକ ରଞ୍ଜନ ରାଉତ, ଗଣେଶ ଗହୀର ଏନ,ଏ,ସି ୱାର୍ଡ ପରିଷଦ ସଭ୍ୟା ମଞ୍ଜୁ ଲତା ସେଠୀ, ମାଧବୀ ବାଗ, ସହ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶଗ୍ରହଣ ଥିଲେ |କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।





