ଆମ୍ବୁଲାନ୍ସ ସେବାରେ ସରକାର ବିଫଳ
କଳାହାଣ୍ଡି ତା-୨୧/୯ ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମପାଖରେ ଏକ ସରକାରଙ୍କ ଆମ୍ବୁଲାନ୍ସ ଦେଖିବାକୁ ମିଳିଛି,ସରକାର କଲର କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆମ୍ବୁଲାନ୍ସ ସେବା ରୋଗିଙ୍କୁଦେବାପାଇ ବିଫଲହୋଇଛି,ଲୋକେ ଆମ୍ବୁଲାନ୍ସ ପାଇଁ ଫୁନକରି ରୋଗିଙ୍କୁରଖି ଅପେକ୍ଷା କରିଥାନ୍ତି, ଆମ୍ବୁଲାନ୍ସ ପହଞ୍ଚି ରୋଗିଙ୍କୁ ଡ଼ାକ୍ତରଖାନା ପହଞ୍ଚାଇବା ପାଇଁ,କିନ୍ତୁ ସରକାରଙ୍କ ଅବହେଳା ଯୋଗୁଁ ଆଜି ଏହି ଆମ୍ବୁଲାନ୍ସ ବଲଧିଆମାଲ ନେହେରୁ ନଗର ପଡ଼ାର ଜଣେରୋଗିଙ୍କୁ ଡାକ୍ତରଖାନା ପହଞ୍ଚାଇବାର ଥିଲା, କିନ୍ତୁ ଗାଡ଼ିଟା ଅଧା ବାଟରେ ମହିଭର ଛକ ପାଖରେ ରାତ୍ରି ୪ଘଣ୍ଟା ସମୟରୁ ଖରାପ ହୋଇପଡିଛି,ହେଲେ ରୋଗିସେପଟେ ଆମ୍ବୁଲାନ୍ସ ର ଅପେକ୍ଷାରେ,ରୋଗିମଲେ କି କିଛି କ୍ଷତି ହେଲେ ସରକାରଙ୍କର କିଛିଜାଏ ଆସେନାହି,ଗରିବଙ୍କ ପ୍ରତି ସରକାରଙ୍କ ମନୋଭାବକୁ ଲୋକେ ଦ୍ରୃଢନିନ୍ଦାକରୁଛନ୍ତି, ଆମ୍ବୁଲାନ୍ସ ରକର୍ମଚାରି କହିବାନୁ ଯାଇ ଗାଡ଼ି ଖରାପ ଥିବା ଜଣେଇ ଥିଲେ, ହେଲେ ଗାଡିକୁନସୁଧାରି ଫରଙ୍ଗ ଡାକ୍ତର ଖାନାରୁ ରୋଗିଙ୍କପାଖକୁ ପଠେଇବା କେତେ ଦୁର୍ଭାଗ୍ୟ ଜନକ,ହେଲେ ରୋଗିଙ୍କ ପାଖରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ରୋଗିକୁ ଘରୋଇ ଗାଡ଼ି ଯୋଗେ ଭବାନିପାଟଣା ଡାକ୍ତରଖାନାକୁ ନିଆଯାଇଛି,ଲୋକେ ସରକାରଙ୍କ ଏଭଳି ମନୋଭାବ ଗରିବଙ୍କ ପ୍ରତି ଆମ୍ବୁଲାନ୍ସ ସେବାରେ ଧୋକାଦେବା ଦୁର୍ଭାଗ୍ୟ ଜନକ ବୋଲି ଲୋକଙ୍କ ମୁହଁରେ ଚର୍ଚ୍ଚା ଜୋର ଧରିଛି। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



