ହିନ୍ଦୋଳ ଓଡାପଡା କର୍ମଜୀବୀ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯକ୍ରମ

.ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ଦୁର୍ଗାମାଧବ ହୋଟେଲ ପରିସରରେ ସାମ୍ବାଦିକ ମାନଙ୍କୁ ନେଇ ଏକବୈଠକ ହୋଇଯାଇଛି. ଏଥିରେ ସଙ୍ଘର ସଭାପତି ଶଶୀକାନ୍ତ ଗଡ଼ନାୟକ ସାମ୍ବାଦିକ ମାନଙ୍କର ଭୂମିକା ଓବିଭିର୍ଣ ଅଂଚଳରେ ଥିବା ସମସ୍ୟା ଓ ଅଭିଯୋଗ ବିଷୟରେ ଆଲୋଚନା କରିଥିଲେ,ଅନ୍ୟମାନଙ୍କ ମଧ୍ୟରୁସୁଶାନ୍ତ ମାଝୀଅଂଚଳରେ ବଢୁଥିବା ପୃଦୂଷଣ ଉପରେଗୁରୁତ୍ୱ ଆରୋପ କରିଥିଲେ… ଆଜିର ସଭାରେ ନୀଳକଣ୍ଠ ଦାଶ, ଅଜୟ ଭଞ୍ଜ, ଅନାମ ବେହେରା,ତ୍ରିନାଥ ବେହେରା, ଦୀପକ ନାୟକ, ସୁଶାନ୍ତ ମାଝୀ, ମହେଶ୍ୱର ସାହୁ, ବଳରାମ ସାହୁ, ସୁକାନ୍ତ ଦଳେଇ ପ୍ରଭାସ ଖୁଣ୍ଟିଆ, ବିଙ୍କୁ ବିଶ୍ୱାଳ,ପ୍ରମୁଖସଭାରେ ଭାଗନେଇ ନିଜର ମତ ପ୍ରଦାନ କରିଥିଲେ… ଆସନ୍ତା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦଶହରା ପରେ ହେବ ବୋଲି ସଙ୍ଘ ସଭାପତି ଶଶୀକାନ୍ତ ଗଡ଼ନାୟକ ଜଣାଇଥିଲେ….



