ମାଁ ଦୂର୍ଗତିନାଶିନୀ ଦୂର୍ଗା ଙ୍କ ଆଜି ନବରାତ୍ରି….।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରେ ମାଁ ଦୁର୍ଗତିନାଶିନି ଦୁର୍ଗା ଙ୍କପୁଜାଧୁମଧାମରେ ଚାଲୁଥିବା ବେଲେ ,କଲିଆକୁଣ୍ଡଲ ଗ୍ରାମରେମଧ୍ୟ ୧୮ତମଦୁର୍ଗାପୁଜା ଚାଲିଆଶୁଅଛି, ଚିଚୈଗୁଡା ଗ୍ରାମରେ ଅତି ନିଆରାଢଙ୍ଗରେ ୩୯ତମ ଦୁର୍ଗା ପୁଜା, ମାଁ ଦଶଭୁଜା ଦୁର୍ଗତୀନାଶିନି ଦୁର୍ଗାଙ୍କ ପୁଜା ଆଜି ନବରାତ୍ରିରେ ବହୁତ ଜନସମାଗମ ଦେଖିବାକୁ ମିଳିଥିଲା,ଆଖପାଖ ଅଞ୍ଜଲର ଲୋକେ ଏହି ଚିଚୈଗୁଡାକୁ ଦୁର୍ଗା ପୁଜା ଦେଖିବାପାଇ ଆଶିଥାନ୍ତି, ଜାତ୍ରାଗଣନାଟ୍ୟ ମନୋରଞ୍ଜନ ଭରପୁର ଆନନ୍ଦ ଉପଭୋଗ ଦର୍ଶକ କରିଥାନ୍ତି,ଏଥିରେ କମିଟିର ସଭାପତି ଶ୍ରୀଅବିନ କୁମାର ମେହେର,କପିଲାଶ ମେହେର,ନବିନ ମେହେର,ଜିତେନ୍ଦ୍ର ମେହେର, ଚନ୍ଦ୍ରଶେଖର ମେହେର, ପ୍ରଦ୍ୟୁମ୍ନ ମେହେର(ବଣକୁ)ପ୍ରଶାନ୍ତ ମେହେର, ଅଂଶୁମାନ

ମେହେର,ପରମେଶ୍ବର ମେହେରଏବଂ ଅନୁଷ୍ଠାନର କର୍ମକର୍ତ୍ତା ଗ୍ରାମବାଶି ସହଯୋଗ କରିଥିଲେ।ପୁଜା କମିଟିର ସଭାପତି କହିଥିଲେ ଆଗାମିଦିନରେ ମଧ୍ୟ ଏହି ମାଁ ଦୁର୍ଗତିନାଶିନି ଦୁର୍ଗା ଙ୍କପୁଜା ଧୁମଧାମରେ ପାଲନକରା ଜିବାପାଇ କହିଥିଲେ…। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



