ମାଁ ପେଣ୍ଡରାଣି ଙ୍କଦଶହରାପର୍ବ ଧୁମଧାମରେ ପାଲିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଆଜି ମାଁ ପେଣ୍ଡରାଣିଙ୍କ ଦଶହରା ପର୍ବ ଧୁମଧାମରେ ପାଲିତ ହୋଇଯାଇଛି,ଏହି ମାଁ ପେଣ୍ଡରାଣିଙ୍କ ଜାତ୍ରା ବର୍ଷକୁ ଦୁଇଥର ପାଲନକରାଜାଏ,ଏହି ମାଁ ଙ୍କ ପୁଜା ଶ୍ରୀ ରାୟଧର ସୁନାନୀ ପୁଜା କରୁଥିବାବେଳେ,ଶ୍ରୀ ନେପାଲ ନାଏକ,ଦର୍ଶନ ନାଏକ,ସମ୍ପତି ନାଏକ,ଭୁବନ ସୁନାନୀ ଚିତ୍ରୃ ସୁନାନୀ,ବିଷ୍ଣୁ ସୁନାନୀ, ସୁଧାଂଶୁ ସୁନାନୀ,ନୀରଞ୍ଜନ ସୁନାନୀ, ଏବଂ ଗ୍ରାମବାସିଓଭକ୍ତମାନ ଙ୍କ ସହଯୋଗ ରେ ଦଶହରା ସମୟରେ ଏବଂ ମାଘ ମାସରେ ପାଲିତ ହୁଏ। ମାଁ ଙ୍କୁ ଜିଏ ମାନସିକ କରେ ତାହାର ମାନସିକ ପୁର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ମନରେ ବିଶ୍ବାସ ରହିଛି,ଫଲରେ ଭକ୍ତମାନେ ଦୁରଦୁରାନ୍ତରରୁ ମାଁ ଙ୍କ ଆଶିଷ ଲାଭ କରିବାପାଇଁ ଏହି ଦଶହରା ପର୍ବ କୁ ଚାଲି ଆସିଥାନ୍ତି।ଓ ମାଁ ଙ୍କ ପ୍ରସାଦସେବନକରି ଖୁସିମନରେ ଫେରିଥାନ୍ତି। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


