କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍ ସୋରୁମ୍ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ୩୦ ବାଇକ୍। ବ୍ୟାଟେରି ବିସ୍ଫୋରଣରୁ ସୋରୁମ୍ରେ ନିଆଁ ଲାଗିଥିବା ସୂଚନା। ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ନିଆଁ ଲିଭାଇଥିବା ଜଣାପଡ଼ିଛି। ସୋରୁମ୍ରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ ଅଛନ୍ତି।



