ଢେଙ୍କାନାଳ :ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମା ଶ୍ୟାମା କାଳୀ ଙ୍କ ପୂଜା ପାଳନ ହୋଇଯାଇଛି
୨୦/୧୦ ମଧ୍ୟ ରାତ୍ର ରେ କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାର ପୂଜା, ମା କାଳୀ ଙ୍କୁ ଚକ୍ଷୁ ଦାନ,ବିଭିନ୍ନ ପ୍ରକାରର ଫୁଲ ଓ ଫଳ, ଭୋଗ ଲାଗି ହୋଇଥିଲା । ଅଗ୍ନୀ ସଂସ୍କାର,ଚଣ୍ଡି ପୂଜା, ସପ୍ତଚଣ୍ଡି ଆହୂତି ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଙ୍କ ତତତ୍ଵାବଧାନରେ ମା ଙ୍କ ପୂଜା ପାଳନ ହୋଇଥିଲା।୨୪ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।



