୪୨ ବର୍ଷରେ କଣ୍ଟିପୁରର କାଳି ପୁଜା

ଯାଜପୁର___ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ରଣପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟିପୁରର କାଳି ପୁଜା ଚଳିତ ବର୍ଷ ରେ ୪୨ ବର୍ଷରେ ପଦାର୍ପଣ କରିଛନ୍ତି।ଏଥର ଖୁବ୍ ଭଲ ହେଇଛି ମା କାଳି ।ଓଡ଼ିଶାର ଲବ୍ଧ ପ୍ରସିଦ୍ଧ ପ୍ରବଚକ ବିରେନ୍ଦ୍ର କୁମାର ପଣ୍ଡା ଆସିଥିଲେ କଣ୍ଟିପୁରକୁ ପ୍ରବଚନ ଦେବାପାଇଁ।ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିରେନ୍ଦ୍ର କୁମାର ପଣ୍ଡା ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଓ ଏ ଶ ପାଇଥିବା ମୋନାଲିସା ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ମଞାସିନ ହୋଇଥିଲେ ଗୋବିନ୍ଦ ଚନ୍ଦ୍ର ସାମଲ,ଅଟଳ ବିହାରୀ ନାୟକ, ଶିକ୍ଷାବିତ ଗୋପିନାଥ ଦାଶ,ଆନନ୍ଦ ଚନ୍ଦ୍ର ସାମଲ।ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଯାତ୍ରା ଲୋକମାନଙ୍କ ପାଇଁ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଛି ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





