ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଥିବା ଭଜନ ମଣ୍ତପ ଠାରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ଭଜନ ସନ୍ଧ୍ୟା ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। କଣ୍ଠ ଶିଳ୍ପୀ ରଞ୍ଜିତ ହୋତା ,ଉମାଶଙ୍କର ,ପୂର୍ଣ୍ଣ ଚନ୍ଦ୍ର ପାତ୍ର, ବୈକୁଣ୍ଠ ସାହୁ,ରଞ୍ଜିତ ଦଳେଇ, ବିଷ୍ଣୁ ପ୍ରିୟା ହୋତା, ବର୍ଷାରାଣି ସେଠୀ,ସ୍ମିତା ନନ୍ଦ ଅର୍ଗାନ୍ ଲକ୍ଷ୍ମୀ ଧର ତବଲା ରେ ଅଶୋକ ଦଳେଇ ପ୍ୟାଡ ରେ ଅର୍ଜୁନ ଘଡାଇ ଏହି ଭଜନ ସମାରୋହ କୁ ପରିଚାଳନା କରୁଥିଲେ ବଳଭଦ୍ର ମହାପାତ୍ର ଓ ଗଙ୍ଗାଧର ବେଳେ କଣ୍ଠ ଶିଳ୍ପୀ ମାନେ ବିଭିନ୍ନ ଭଜନ ପରିବେଷଣ କରିଥିଲେ




1 Comment
https://shorturl.fm/ispxE