କଟକ ବାଲିଯାତ୍ରାରେ ଦୋଳି ଅଚଳ । ୫୦ ଫୁଟ୍ ଉପରେ ଫସିଲେ ୮ ଲୋକ । ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ସୁରକ୍ଷିତ ଉଦ୍ଧାର ପାଇଁ ନାକେଦମ୍ ହେଲା ପୋଲିସ । ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଲେ ଲୋକେ । ବ୍ରୋଣ୍ଟୋ ସ୍କାଏ ମେସିନରେ ହେଲା ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଡିସିପି ରିଶିକେଶ ଖିଲାରୀ । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ଫସିଥିବା ଲୋକେ ।ଜଣକ ପରେ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।

August 26, 2026/
No Comments


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)