କୋଇଲା ବୋଝେଇ ଜାହାଜରେ ନିଆଁ
ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ। ଆଇ ଓ ବି ବର୍ଥରେ କୋଇଲା ବୋଝେଇ ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଜାହାଜଟି ସି କ୍ୟୁ ୨ ବର୍ଥକୁ ସ୍ଥାନାନ୍ତର କରାଯାଇଛି। ଏହା ପରେ ଅନଲୋଡ୍ ହେଲା କୋଇଲା।