Author: jagratbharat

୩୭୮ ଗ୍ରାମର ହେରୋଇନ୍ ଜବତ : ୩ ଗିରଫ

ଭୂବନେଶ୍ୱର, ୨୧/୧୨ : ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ ମାରୁତି ସୁଜୁକି କାର୍‌ରୁ ୩୭୮ ଗ୍ରାମର ହେରୋଇନ୍ ଜବତ କରଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ନିମାପଡ଼ା ବାଇପାସ୍ ଛକରେ ଜିଲ୍ଲା ମୋବାଇଲ୍…

ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୨୧/୧୨ : ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ ଓ ଅଵସରକାଳୀନ ସହାୟତା ପାଇଁ…

ରାଜ୍ୟରେ ଆଜିଠୁ କମିବ ବର୍ଷା : ବଢ଼ିବ ଶୀତ

ଭୂବନେଶ୍ଵର : ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଗୋପାଳପୁର ଠାରୁ ୫୯୦ କିଲୋମିଟର ଦୂର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ଅଛି । ଫଳରେ ରାଜ୍ୟରେ ବର୍ଷା କମିବ । ବଢିବ ଶୀତ । ଆଜି ଦକ୍ଷିଣ…

ସରକାରୀ ମେଡିକାଲ୍‌ କଲେଜରେ ବଢ଼ିବ ୨୦୦ ସିଟ୍ : ଓଡ଼ିଶା ପିଲାଙ୍କ ପାଇଁ ୮୫%

ଭୂବନେଶ୍ୱର,୨୨/୧୨: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟରେ ଥିବା ସରକାରୀ ମେଡିକାଲ୍‌ କଲେଜଗୁଡିକର ଏମବିବିଏସ୍‌ ସିଟ୍‌ ସଂଖ୍ୟା ଆଉ ୨୦୦ ବଢ଼ିବ । ଅର୍ଥାତ୍‌ ୨୦୨୫-୨୬ ଶିକ୍ଷାବର୍ଷରୁ ୨ ସରକାରୀ ମେଡିକାଲ କଲେଜ…

ଜାତୀୟ ଗଣିତ ଦିବସ ଅବସରରେ ବଅଁରପାଳ ଶିଶୁ ବିଦ୍ୟା ମନ୍ଦିରରେ ଗଣିତ ହାଟ ଅନୁଷ୍ଠିତ

*ଜାତୀୟ ଗଣିତ ଦିବସ ଅବସରରେ ବଅଁରପାଳ ଶିଶୁ ବିଦ୍ୟା ମନ୍ଦିରରେ ଗଣିତ ହାଟ ଅନୁଷ୍ଠିତ।ବଅଁରପାଳ (୨୧/୧୨) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଜାତୀୟ ଗଣିତ ଦିବସ ପାଳନ ଅବସରରେ ଏକ ଗଣିତ ହାଟ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମକୁ…

ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା

ବାଲିଗୁଡ଼ା: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

ସହିଦ ମାଧୋ ସିଂ କୃଷକ ସଂଗଠନ ର ଛୁରିଆପାଲି, ତବଡ଼ା, ପଣ୍ଡାକିପାଲି, ଝର, ଘେଁସ ଆଦି ମଣ୍ଡି ପରିଦର୍ଶନ “

“ସହିଦ ମାଧୋ ସିଂ କୃଷକ ସଂଗଠନ ର ଛୁରିଆପାଲି, ତବଡ଼ା, ପଣ୍ଡାକିପାଲି, ଝର, ଘେଁସ ଆଦି ମଣ୍ଡି ପରିଦର୍ଶନ ” ଗତ ବର୍ଷ ତୁଳନା ଚଳିତ ବର୍ଷ ଚାଷୀମାନେ ସଫା ଶୁଖିଲା ଧାନ ମଣ୍ଡି କୁ ଆଣୁଛନ୍ତି ହେଲେ ପ୍ରତେକ ମଣ୍ଡିରେ…

ଆସନ୍ତା ୨୮ରୁ ହକି ଇଣ୍ଡିଆ ଲିଗ୍; ବେଦାନ୍ତ କଳିଙ୍ଗ ଲାନସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୂବନେଶ୍ୱର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଏନେଇ ହକି ଇଣ୍ଡିଆ ଲିଗ୍‌ ର ଭୁବନେଶ୍ବର ଭିତ୍ତିକ ଦଳ ‘ବେଦାନ୍ତ କଳିଙ୍ଗ ଲାନସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି…

ବଲିଉଡ୍ ତାରକାଙ୍କ ଦମଦାର ପ୍ରଦର୍ଶନରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୂବନେଶ୍ୱର: ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଣ୍ଡିଆ ଲିଗ୍ (ଏଚଆଇଏଲ୍) ୨୦୨୪-୨୫ ଓପନିଂ ମ୍ୟାଚ୍ ଉଦଘାଟନୀ ଉତ୍ସବରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ‘ଭାରତୀୟ ହକି କା ଜଶନ୍’ ଥିମ୍ ରେ ଗ୍ରାଣ୍ଡ ସେଲିବ୍ରେସନ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା…