Author: jagratbharat

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୂବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ ‘ପ୍ରବନ୍ଧ’ ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। ‘ଭୂତି ଭକ୍ତି ବିଭୂତି’କୁ…

ଜାପାନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର ‘କଲ୍କି-୨୮୯୮ ଏଡି’ ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି…

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରିଛନ୍ତି। ଏହାର ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତ୍ତାମାନେ…

ଚିନ୍ତା ବଢାଇଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା…

ବିନା ଅନୁମତିରେ ମନା ଜିରୋ ନାଇଟ ସେଲିବ୍ରେସନ୍

ଭୂବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଲେଣି ଯୁବବର୍ଗ । ହେଲେ ଏହାକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା ଜାରି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି ବୟନ ଶିଳ୍ପ…

ଆସିଲା ଖୁସି ଖବର, ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

ନୂଆଦିଲ୍ଲୀ:ଆସିଲା ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ଯୋଜନା ବେତନ ସୀମାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର…

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା : ଏହି ସରକାରୀ ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନସନ୍ ଯୋଜନା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତି ମାସରେ ୫୫ଟଙ୍କା ଜମା କରିବାକୁ ପଡିବ ଏବଂ ୬୦ବର୍ଷ ପରେ ସେମାନେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ | ଆସନ୍ତୁ…

ଖବର ଆଜି ପର୍ଯ୍ଯନ୍ତ

ତାରିଖ: ୨୧/୧୨/୨୪, ଶନିବାର ୧-ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ। ୨-ଚିନ୍ତା ବଢାଇଲାଣି ଲଘୁଚାପ ବର୍ଷା,ଧାନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା। ୩-ଭୋପାଳ:ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨…

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା ଢେଙ୍କାନାଳ, ୨୦/୧୨: ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ୪୧ତମ ଶିଶୁ ମେଳା ଲକ୍ଷ୍ମୀଧର ମ୍ୟୁନିସିପାଲିଟିସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ…