Author: jagratbharat

ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କୁ”ଗୁରୁ ପ୍ରତିଭା ସମ୍ମାନ”

ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କୁ”ଗୁରୁ ପ୍ରତିଭା ସମ୍ମାନ” ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ର ଗିରିଧାରୀ ସାହୁ ଓ ଯଶୋଦା ସାହୁ ଙ୍କ ମାଧ୍ୟମ ପୁତ୍ର ପ୍ରକୃତି ବନ୍ଧୁ ହରିହର…

ରାଧାକାନ୍ତଜିୟୁ ମଠ ପରିସରରେ ଶ୍ରୀଲ ବାବାଜୀ ବନମାଳୀ ଦାସ ମହାରାଜା ଙ୍କ ଦ୍ୱାରା “ଜୟ ନିତାଇ ଶ୍ରୀକୃଷ୍ଣ ଚୈତନ୍ୟ ଲୀଳାମ୍ବୃତ ” ଗ୍ରନ୍ଥ ଉନ୍ମୋଚନ ଉଛବ ଅନୁଷ୍ଠିତ

ରାଧାକାନ୍ତଜିୟୁ ମଠ ପରିସରରେ ଶ୍ରୀଲ ବାବାଜୀ ବନମାଳୀ ଦାସ ମହାରାଜା ଙ୍କ ଦ୍ୱାରା “ଜୟ ନିତାଇ ଶ୍ରୀକୃଷ୍ଣ ଚୈତନ୍ୟ ଲୀଳାମ୍ବୃତ ” ଗ୍ରନ୍ଥ ଉନ୍ମୋଚନ ଉଛବ ଅନୁଷ୍ଠିତ ଜଗତସିଂହପୁର ତା =25/11/24ଜଗତସିଂହପୁର ବଡବାଗ ସ୍ଥିତ ରାଧାକାନ୍ତଜିୟୁ ମଠ ପରିସରରେ ବାବାଜୀ ବନମାଳୀ…

ନାଉଗାଁ ବିଡ଼ିଓ ଙ୍କୁ ଘେରାଉ କଲେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା

ନାଉଗାଁ ବିଡ଼ିଓ ଙ୍କୁ ଘେରାଉ କଲେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜଗତସିଂହପୁର ତା =25/11/24ବିଡିଓ ଙ୍କୁ ଘେରି ବସିଛନ୍ତି ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଅଧ୍ୟକ୍ଷା | ଦୀର୍ଘ ସମୟ ଧରି ନିଜ ଚାମ୍ବର…

କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଆଙ୍କର _କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ…

ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍

ବରଗଡ: ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ବିଫଳ ହୋଇଛି । ଡକାୟତ ଗ୍ୟାଙ୍ଗକୁ କାବୁ କଲା ବରଗଡ଼ ଟାଉନ ଥାନା ପୋଲିସ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୩୪ଟି ଯିବନ୍ତ ଗୁଳି, ୨ଟି ମୋଟର ସାଇକେଲ, ୭ଟି ମୋବାଇଲ…

ସମ୍ବିଧାନରୁ ହଟିବ ନାହିଁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ

ନୂଆଦିଲ୍ଲୀ,୨୫/୧୧ : ସମ୍ବିଧାନର ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର…

ଶୀତ ଅଧିବେଶନ ପାଇଁ କଡ଼ାକଡି ସୁରକ୍ଷା : ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୂବନେଶ୍ୱର, ୨୫/୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି…

ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଭୂବନେଶ୍ବର,୨୫/୧୧ : ଭୁବନେଶ୍ବରରେ ଆସନ୍ତା୨୯ ତାରିଖରୁ ୩ ଦିନ ଧରି ଚାଲିବାକୁ ଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ , ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ବି ଯୋଗଦେବେ…

କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ

ଯାଜପୁର:କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା…

ବାମରା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ: ନୂତନ କର୍ମକର୍ତ୍ତା ନିର୍ବାଚନ

ବାମରା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ: ନୂତନ କର୍ମକର୍ତ୍ତା ନିର୍ବାଚନ ବାମରା(କୁଚିଣ୍ଡା):୨୩/ ୧୧: ନିଖିଳ ଓଡ଼ିଶା ୱାର୍ଡ ମେମ୍ବର ସଂଘ,ବାମରା ବ୍ଲକ ଶାଖାର ସଭାପତି ଦିଲ୍ଲୀପ ଜୟପୁରୀୟା ଙ୍କ ସଭାପତିତ୍ବରେ କେଶାଇବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ…