Author: jagratbharat

ହିମାଳୟ ଅପ୍ଟିକାଲ୍ସ ପକ୍ଷରୁ ନୂତନ ଗ୍ଲାସ୍ ଉନ୍ମୋଚିତ

ହିମାଳୟ ଅପ୍ଟିକାଲ୍ସ ପକ୍ଷରୁ ନୂତନ ଗ୍ଲାସ୍ ଉନ୍ମୋଚିତ କଟକ, ତା୧୯।୧୧ : କଟକ ସହରରେ ବଜ୍ରକବାଟି ରୋଡରେ ଦୀର୍ଘ ୨୧ବର୍ଷ ଧରି ବିଶ୍ଵସ୍ତରୀୟ ଚଷମା-ଲେନ୍ସ ସହ ଉତ୍ତମ ସେବା ହିମାଳୟ ଅପ୍ଟିକାଲ୍ସ ଗ୍ରାହକଙ୍କୁ ଯୋଗାଇ ଦେଇଆସୁଛି । ଏହି ଅବସରରେ ଷ୍ଟୋର…

ଅଜଣା ଗାଡ଼ି ଧକ୍କା ରେ ବାରହା ମୃତ

ଆଜି ତାରିଖ 20/11/24 ରିଖ ପ୍ରାୟ ଭୋର୍ 4 ଟା ବେଳେ ଅଜଣା ଗାଡ଼ି ଧକ୍କା ରେ ଠାକୁର ମୁଣ୍ଡା ବ୍ଲକ ଅଧିନସ୍ଥ ଚମକପୁର ରେ ଏକ ବାରହା ଯାହାର ଆନୁମାନିକ ଓଜନ ପ୍ରାୟ 2କୁଇଁଣ୍ଟାଲ ହେବା ପ୍ରାଣ ହରାଇଛି,ଏଣୁ ଏହି…

୨୪ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୯/୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନଭେମ୍ବର ୨୪ ତାରିଖ ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ସଂସଦର ଆଗାମୀ ଶୀତକାଳୀନ…

ବଢିଲା ବାଲିଯାତ୍ରା ଅବଧି

ବଢିଲା ବାଲିଯାତ୍ରା ଅବଧି କଟକ, ୧୯/୧୧: ଆଜି ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଐତିହାସିକ ବାଲିଯାତ୍ରାର ଅବଧିକୁ ଆଉ…

ଜାତୀୟ ସଂହତି ଦିବସ ପାଳିତ

ଜାତୀୟ ସଂହତି ଦିବସ ପାଳିତଅଦ୍ୟ ତା ୧୯/୧୧/୨୦୨୪ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହକାରୀ ଶିକ୍ଷୟିତ୍ରୀ…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ -୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ -୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ ଢେଙ୍କାନାଳ, ଓଡ଼ିଶା, 19, ୨୦୨୪: ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ…

ଡିଏଭି ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପ୍ରଦର୍ଶନୀ

ଡିଏଭି ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପ୍ରଦର୍ଶନୀ ତାଳଚେର – ତା ୧୯.୧୧.୨୪ରିଖ ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପ୍ରଦର୍ଶନୀ “ଡ୍ରିମ ଓ ଡେୟାର”ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବକୁ ଏନ୍ . ଟି ପି. ସି. ତାଳଚେର…

ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ଜବତ ସହ ତିନି ଅଭିଯୁକ୍ତ ଗିରଫ

ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ଜବତ ସହ ତିନି ଅଭିଯୁକ୍ତ ଗିରଫ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢୀ ଥାନା ଅନ୍ତର୍ଗତ ରେ ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ସହ ତିନି ଅଭିଯୁକ୍ତ ଗିରଫ। ସୂଚନା…

ଢେଙ୍କାନାଳ ଜିଲ୍ଲା ପ୍ରସାଶନ ଓ ଟାଟା ଷ୍ଚିଲ ମେରାମଣ୍ଡଳୀ ଦ୍ବାରା ୨୦୨୫ ଜାନୁଆରି ୧୧ରେ କପିଳାସ ଅଭୟାରଣ୍ୟ ନିକଟରେ ଆୟୋଜିତ ହେବ

ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ନେଇ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା ଢେଙ୍କାନାଳ ଜିଲ୍ଲା ପ୍ରସାଶନ ଓ ଟାଟା ଷ୍ଚିଲ ମେରାମଣ୍ଡଳୀ ଦ୍ବାରା ୨୦୨୫ ଜାନୁଆରି ୧୧ରେ କପିଳାସ ଅଭୟାରଣ୍ୟ ନିକଟରେ ଆୟୋଜିତ ହେବ୪୦୦୦ ଦୌଡ଼…

ଓପିଏଚଡବ୍ଲ୍ୟୁସି ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୂବନେଶ୍ୱର, ୧୮/୧୧ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ । ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ…