Author: jagratbharat

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୧୨ ଯାଏଁ ପ୍ରବଳ ବର୍ଷିବ

ଭୂବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା…

ଆଉ ୪ ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ

ଭୂବନେଶ୍ଵର : ଅନୁମୋଦିତ ହୋଇଥିବା ହସ୍ତଶିଳ୍ପ ତାଲିକାରେ ଯୋଡି ହୋଇଛି ଆଉ ୪ ହସ୍ତଶିଳ୍ପ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ସରକାରୀ ଅନୁମୋଦନ ମିଳିଛି । ତାଲିକାରେ ୫୧ ନମ୍ବର ରୁ ୫୫ ନମ୍ବରରେ…

ବିଦାୟୀ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହେଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ରବିବାର ଦିନ ପଦରୁ ଅବସର ନେବେ। କିନ୍ତୁ ଶନିବାର ଏବଂ ରବିବାର କୋର୍ଟ ଛୁଟି ହେବ। ଯାହାଫଳରେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏପରିକି ଆଜି…

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଏଣିକି ଆଗୁଆ ମିଳିବ ଟଙ୍କା

ଭୂବନେଶ୍ବର, ୦୮/୧୧ : ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ…

ପୁଣି ତାତିଲେ ଛାତ୍ର କଂଗ୍ରେସ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ

ଭୂବନେଶ୍ବର, ୦୮/୧୧ : ପୁଣି ତାତିଲେ ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କରି ହଙ୍ଗାମା କରିଛନ୍ତି ଛାତ୍ର କଂଗ୍ରେସ । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଘେରାଉ ସହ ମନ୍ତ୍ରୀଙ୍କ…

ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ କୋରାପୁଟ, ୦୮/୧୧: ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ଡାକ୍ତର। କୋରାପୁଟର ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ୱଜିତ୍ ଭୂୟାଁଙ୍କୁ ଗିରଫ…

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ମାମଲା

ଭୂବନେଶ୍ୱର, ୦୮/୧୧ : କଲେଜ ଛାତ୍ରୀଙ୍କୁ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ…

ଚାଉଳ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ କଲେ ଯୋଗାଣ କର୍ମଚାରୀ

ଭୂବନେଶ୍ୱର, ୦୭/୧୧ : ବଲାଙ୍ଗୀର ଜିଲା ବୁଦୁଲା ଅଞ୍ଚଳରେ ଘଟିଛି ଜଘନ୍ୟ ଅପରାଧ । ଚାଉଳ ଦେବାକୁ ଡାକି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି ଯୋଗାଣ ବିଭାଗ କର୍ମଚାରୀ । ବୁଦୁଲା ଯୋଗାଣ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ : ୪ ଗିରଫ

ଭୂବନେଶ୍ୱର, ୦୮/୧୧ : ଦେବଗଡ଼ ଜିଲ୍ଲାରେ ଚଢ଼ଉ କରି ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ଜବତ ହୋଇଛି ୧ ଟନ୍…

ନୂଆ ବର୍ଷରୁ ମିଳିବ ଚାଉଳ ସହ ଗହମ : ମନ୍ତ୍ରୀ

ଭୂବନେଶ୍ୱର, ୦୮/୧୧ : ନୂତନ ବର୍ଷରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ ଏବଂ ଚାଉଳ । ରିପୋର୍ଟ ଆସିବା ପରେ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା…