Author: jagratbharat

ସାବାଡ ହେବେ ଶତ୍ରୁ: ନୌସେନାରେ ସାମିଲ ହେବ ଆଇଏନଏସ ତୁଶିଳ

ଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। କାରଣ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଡିସେମ୍ବରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ। ଫଳରେ ଶତ୍ରୁକୁ କଡା ଜବାବ ଦେବ ଭାରତୀୟ ସେନା।…

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୂବନେଶ୍ଵର: ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା…

କଟକ ଗଣଦୁଷ୍କର୍ମ ପ୍ରସଙ୍ଗ: ପୋଲିସ ଡିଜିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ୍

କଟକ : କଟକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ…

୧୫ ତାରିଖରୁ ଲସା ଗ୍ରାମ ନିଶା ମୁକ୍ତ ହେବାକୁ ଘୋଷଣା କରି ଜନ ସଚେତନତା ପଦଯାତ୍ରା ଓ ସଭା

୧୫ ତାରିଖରୁ ଲସା ଗ୍ରାମ ନିଶା ମୁକ୍ତ ହେବାକୁ ଘୋଷଣା କରି ଜନ ସଚେତନତା ପଦଯାତ୍ରା ଓ ସଭା କୁଚିଣ୍ଡା:୯/୧୧: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଲସା ଶାଖାର ସଭାନେତ୍ରୀ ମଞ୍ଜୁଲତା ପଧାନ, ସମ୍ପାଦିକା ସରୋଜିନୀ ଦେହୁରୀ,ଗ୍ରାମ ପଞ୍ଚ କମିଟି…

ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୧୦/୧୧ : ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍…

ହାଇୱେରେ ଗ୍ୟାସ୍ ଲିକ୍ : ଭୟଭୀତ ସ୍ଥାନୀୟ ଲୋକେ

ଭୂବନେଶ୍ୱର, ୧୦/୧୧ : ରାଜଧାନୀରେ ହାଇୱେରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ, ଭୟଭୀତ ହେଲ ସ୍ଥାନୀୟ ବାସିନ୍ଦା । ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି । ଉପୁଜିଲା ଟ୍ରାଫିକ୍ ସମସ୍ୟା । ଦୀର୍ଘ…

ପଦ୍ମ ବିଜେତାଙ୍କୁ ମାସିକ ମିଳିବ ୩୦ ହଜାର ଟଙ୍କା : ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୦/୧୧ : ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସହାୟକ ରାଶି ପ୍ରଦାନ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ…

ନାଲକୋ ଅନୁଗୋଳ ଠାରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ

ନାଲକୋ ଅନୁଗୋଳ ଠାରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ ବଅଁରପାଳ, ୧୦/ ୧୧ : ଭାରତ ସରକାରଙ୍କ ନବରତ୍ନପ୍ରାପ୍ତ ନ୍ୟାଶନ୍ୟାଲ ଏଲୁମିନିୟମ କମ୍ପାନୀ ନାଲକୋ,ଏହାର ଅନୁଗୋଳ ଠାରେ ଥିବା ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସରେ ଭିଜିଲେନ୍ସ ସତର୍କତା ସପ୍ତାହ ପାଳିତ କରିଛି…

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୂବନେଶ୍ୱର, ୧୦/୧୧ : ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି। ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ ରାୟଗଡା – ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୦୯.୧୧.୨୦୨୪ ରିଖ ଶନିବାର ଦିନ “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ଉପଲକ୍ଷେ…