Author: jagratbharat

ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ବିଏନଏସ ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କରେ ସୀମିତ ରହିଛି ।…

ଓଡିଶା ଷ୍ଟେଟ ପେଡ଼ିକନ 2024, ୪୪ ତମ ଶିଶୁ ବିଶେଷଜ୍ଞ ମାନଙ୍କବାର୍ଷିକ ଅଧିବେଶନ କଟକ ଏସସିବି କନଫରେନ୍ସ ହଲରେ 8 ଓ 9 ତାରିଖରେ ଅନୁଷ୍ଠିତ ହେବ

ଓଡିଶା ଷ୍ଟେଟ ପେଡ଼ିକନ 2024, ୪୪ ତମ ଶିଶୁ ବିଶେଷଜ୍ଞ ମାନଙ୍କବାର୍ଷିକ ଅଧିବେଶନ କଟକ ଏସସିବି କନଫରେନ୍ସ ହଲରେ 8 ଓ 9 ତାରିଖରେ ଅନୁଷ୍ଠିତ ହେବ, ଏହି ଅଧିବେଶନରେ ଓଡିଶା ରାଜ୍ୟର ସମସ୍ତ ଶିଶୁ ବିଶେଷଜ୍ଞ ଯୋଗ ଦେବେ, ଆଧୁନିକ…

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ । କୁହାଯାଉଛି, ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ବାନ୍ଦ୍ରା ପୋଲିସରେ ମାମଲା ଦାଏର ହୋଇଛି । ଧମକ ଦେଇଥିବା ବ୍ୟକ୍ତିର କଲ୍ ଟ୍ରେସ୍ କରୁଛି…

କଲେଜ କତୃପକ୍ଷଙ୍କ ଅବହେଳାରୁ ରାଗିଁ ଓ ମାରପିଟ୍ ଅଭିଯୋଗ ହୁଏ

କଲେଜ କତୃପକ୍ଷଙ୍କ ଅବହେଳାରୁ ରାଗିଁ ଓ ମାରପିଟ୍ ଅଭିଯୋଗ ହୁଏ କେନ୍ଦୁଝର ଜିଲ୍ଲା ସଦର ମହକୁମାର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ , ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର। ଯାହା…

ଲସା ଗ୍ରାମକୁ ନିଶା ମୁକ୍ତ କରିବାକୁ ଗ୍ରାମ୍ୟ କମିଟି ଓ ମହିଳା ମାନେ ଅଣ୍ଟା ଭିଡ଼ିଲେ

ଲସା ଗ୍ରାମକୁ ନିଶା ମୁକ୍ତ କରିବାକୁ ଗ୍ରାମ୍ୟ କମିଟି ଓ ମହିଳା ମାନେ ଅଣ୍ଟା ଭିଡ଼ିଲେ କୁଚିଣ୍ଡା:୬/୧୧: କୁଚିଣ୍ଡା ବ୍ଲକ ଚନ୍ଦିନୀମାଲ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଲସା ଗ୍ରାମକୁ ନିଶା ମୁକ୍ତ କରିବା ପାଇଁ ଆଜି ଗଜଲକ୍ଷ୍ମୀ ପୂଜା ପଡ଼ିଆରେ…

ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ

ଭୂବନେଶ୍ୱର, ୦୭/୧୧ : ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ । ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ…

ପଦ୍ମ ଧରିଲେ ସୁନନ୍ଦା, ନିକଟରେ ବିଜେଡି ଛାଡିଥିଲେ

ଭୂବନେଶ୍ବର: ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସୁନନ୍ଦା । ତେବେ…

ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୂବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ…

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

ଭୂବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା…

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୂବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ…