ଓଡିଶା ବିଦ୍ୟୁତ କର୍ମଚାରି ମହାସଂଘ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ
ଓଡିଶା ବିଦ୍ୟୁତ କର୍ମଚାରି ମହାସଂଘ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ଭୁବନେଶ୍ୱର, ଆଜି ଅଲ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଓ.ପି.ଟି. ସି.ଏଲ ମୁଖ୍ୟ କାର୍ଯ୍ୟାଳୟ ଗ୍ରୀଡ଼କୋ ଅଫିସ ସମ୍ମୁଖରେ ଏକ ବିଶାଳ ରାଲି, ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ…
