କାହ୍ନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଲ୍ହା ପଣା ବଣ୍ଟନ
କାହ୍ନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଲ୍ହା ପଣା ବଣ୍ଟନ. ବ୍ରହ୍ମପୁର.. ବ୍ରହ୍ମପୁର ସହରରେ ଭିଷଣ ଗରମ ଅସହ୍ୟ ଗୁଳୁଗୁଳି. ଏହିପରି ଅସହ୍ୟ ଗରମ ସମୟରେ ବ୍ରହ୍ମପୁରର ଅଗ୍ରଣୀ ସ୍ଵଚ୍ଛାସେଵୀ ସଂଗଠନ କାହ୍ନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସୁବାରାଓ ଛକ ଠାରେ ପ୍ରାୟ…
