ଗୋଳାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ଆମ୍ବେଦକରଙ୍କ୧୩୨ତମ ଜନ୍ମ ଜୟନ୍ତୀ ପାଳନ
ଗୋଳାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ଆମ୍ବେଦକରଙ୍କ୧୩୨ତମ ଜନ୍ମ ଜୟନ୍ତୀ ପାଳନ ଗୋଳାମୁଣ୍ଡା/୧୪/୪/ଆଜି ବାବା ସାହେବ ଆମ୍ବେଦକରଙ୍କ୧୩୨ତମ ଜନ୍ମ ଜୟନ୍ତୀ ଗୋଳାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ପାଳିତ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ଫୁଣ୍ଡା ଗ୍ରାମର ଆମ୍ବେଦକର ନଗର ଠାରେ ଓ କାର୍ଲି…
