Author: jagratbharatnews

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଙ୍କ ପରଲୋକ

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୧୦ ଜନପଥରେ ମା ସୋନିଆଙ୍କ ସହ ରହିବେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ୧୦ ଜନପଥରେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ଘରକୁ ଯିବେ। ସୂଚନାନୁସାରେ, ରାହୁଲଙ୍କ ଘରର ଜିନିଷ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି। ଏଥି ସହ ରାହୁଲଙ୍କ…

ନିପନ୍ କାରଖାନାରେ ମୁଖ୍ୟମନ୍ତ୍ରୀ

ନିପନ୍କା ରଖାନାରେ ମୁଖ୍ୟମନ୍ତ୍ରୀ ନିପନ୍‌ ଷ୍ଟିଲ୍‌ର କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପାୟନ ଓ ପ୍ରଯୁକ୍ତି ସମ୍ପର୍କରେ ପଚାରି ବୁଝିଲେ। ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। Post Views: 6

ଫାଟକ ଜଗୁଆଳି ନିଲମ୍ବିତ

ଫାଟକ ଜଗୁଆଳି ନିଲମ୍ବିତ କାର୍ଯ୍ୟରେ ଅବହେଳା ପାଇଁ ଜଗୁଆଳି ରତ୍ନାକର ମହାନ୍ତ କାର୍ଯ୍ୟରୁ ନିଲମ୍ବିତ। ଖଡ଼କପୁର ଡିଭିଜନରେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ।ମୟୂରଭଞ୍ଜ ବେତନଟୀ ଯୁଗୁପୁରା ରେଳ ଫାଟକରେ ଟ୍ରେନ୍‌ ଆସିବା ସମୟରେ ଗେଟ୍‌ ପକାଇନଥିଲେ। ଟ୍ରେନ୍‌ ଡ୍ରାଇଭରଙ୍କ ଯୋଗୁଁ ଦୁର୍ଘଟଣା…

ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା

ବଲାଙ୍ଗିର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା, କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର କହିଲେ- ଗିରଫଦାରୀ ସଂଖ୍ୟା ବହୁତ ବଢ଼ିବ,। ରିମାଣ୍ଡରେ ଆଣି ୪ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ l Post Views: 19

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। SU30 MKIରେ ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶନିବାର ସୁଖୋଇରେ ଯାତ୍ରା କରିବେ ରାଷ୍ଟ୍ରପତି। ତେଜପୁର ଏୟାରଫୋର୍ସ ଷ୍ଟେସନ ଗସ୍ତ ସମୟରେ ଯାତ୍ରା କରିବେ। Post Views: 15

ଅନୁଗୋଳ ପୌରପାଳିକା ର ୱାର୍ଡ ନଂ ୧୧ ଓ ୧୨ ଠାରେ ପରିଚୟ ଗୃହ ଉଦଘାଟନ କଲେ ଉପ-ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ

ଅନୁଗୋଳ ପୌରପାଳିକା ର ୱାର୍ଡ ନଂ ୧୧ ଓ ୧୨ ଠାରେ ପରିଚୟ ଗୃହ ଉଦଘାଟନ କଲେ ଉପ-ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଅନୁଗୋଳ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ୧୧ ମାଟିଆସାହି ବସ୍ତି ଓ ୱାର୍ଡ ନଂ୧୨ ହାପିବନ୍ଦ ସାହି ବସ୍ତି…

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ – ଗଜପତି

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ ପଞ୍ଚାୟତର ଅଫିସ୍ ସାମ୍ନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସକାଳ ୯.୫୦ ମିନିଟ ସମୟରେ ଏକ ବୋଝେଇ ଟ୍ରକ ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେବାରୁ ଓ ବାଇକ୍ ଆରୋହୀ ଜଣକ…

ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୪୧,୦୦୦ (୪୦,୭୦୦) କୋଟି ଟଙ୍କାର ଋଣ ଅର୍ଥ ରାଶି ମଞ୍ଜୁର

ନୂଆଦିଲ୍ଲୀ,୬।୪: ଦେଶର ଆର୍ଥିକ ସଶକ୍ତୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଆଖି ଆଗରେ ରଖି ସରକାର ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାକୁ ଅଧିକ କ୍ରିୟାଶୀଳ କରାଇଛନ୍ତି। ଏପରିକି ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୪୧,୦୦୦ (୪୦,୭୦୦) କୋଟି ଟଙ୍କାର ଋଣ…

ନିପ୍ପନ ଷ୍ଟିଲର ପୁଞ୍ଜି ବିନିଯୋଗ ହେବ ଓଡ଼ିଶାରେ

ଭୁବନେଶ୍ୱର : ଓଡ଼ିଶାରେ ହେବ ନିପ୍ପନ ଷ୍ଟିଲର ମେଗା ଷ୍ଟିଲ୍ ପ୍ଲାଣ୍ଟ । ଟୋକିଓରେ ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରୁ ଛୁଟିବ ନିବେଶର ସୁଅ…