Author: jagratbharatnews

ଖରଡି କଣ୍ଟି ଗାଡିଆ ଠାରେ ଅଜଣା ଯୁବକଙ୍କୁ ଅଚେତା ଅବସ୍ଥାରେ ବିଲ୍ ମଝିରୁ ଉଦ୍ଧାର କରି ଭର୍ତ୍ତି କଲେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଗ୍ନିଶମ ବିଭାଗ ଓ ଗଣମାଧ୍ୟମ ଫାଣ୍ଡି ଅଧିକାରୀ

ଖରଡି କଣ୍ଟି ଗାଡିଆ ଠାରେ ଅଜଣା ଯୁବକଙ୍କୁ ଅଚେତା ଅବସ୍ଥାରେ ବିଲ୍ ମଝିରୁ ଉଦ୍ଧାର କରି ଭର୍ତ୍ତି କଲେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଗ୍ନିଶମ ବିଭାଗ ଓ ଗଣମାଧ୍ୟମ ଫାଣ୍ଡି ଅଧିକାରୀ। ଯାଜପୁର ଦାନଗଦି ଫାଣ୍ଡି ଅନ୍ତର୍ଗତ ମଙ୍ଗଳପୁର…

ରାଜ୍ୟ ସରକାରରେ ସଚିବଙ୍କ ଦଖଲକୁ ନେଇ ବିବାଦ – ବିଜେଡି ଭୋଟର୍ ଓ ଓଡ଼ିଶା ବାସୀଙ୍କ ସମ୍ମତିରେ କାର୍ଯ୍ୟରତ କି 5t ସଚିବ ପାଣ୍ଡିଆନ?

ରାଜ୍ୟ ସରକାରରେ ସଚିବଙ୍କ ଦଖଲକୁ ନେଇ ବିବାଦ – ବିଜେଡି ଭୋଟର୍ ଓ ଓଡ଼ିଶା ବାସୀଙ୍କ ସମ୍ମତିରେ କାର୍ଯ୍ୟରତ କି 5t ସଚିବ ପାଣ୍ଡିଆନ? ବିରୋଧୀଙ୍କ ସ୍ଵରରେ ସ୍ୱର ମିଳାଇ କହିବା ଦଳୀୟ ବିଧାୟକଙ୍କୁ ମହଙ୍ଗା ପଡିଲା ଭୁବନେଶ୍ୱର – ଆଜି…

ବାଚସ୍ପତିଙ୍କୁ ଅର୍ଥମନ୍ତ୍ରୀଙ୍କ ବଜେଟ ପୁସ୍ତିକା ଓ ପେନ୍ ଡ୍ରାଇଭ୍ ପ୍ରଦାନ

ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ୍‌ ୨୦୨୩-୨୪ ସମ୍ବଳିତ ବଜେଟ ପୁସ୍ତିକା ଏବଂ ପେନ୍‌ଡ୍ରାଇଭ୍‌ ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି। Post Views: 18

ଅତିରିକ୍ତ ବଜେଟ୍ ପରିମାଣ ୨୮ହଜାର ୨୦୦ କୋଟି

ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ପାଇଁ ୨୮ ହଜାର ୨ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ମିଶନ ଶକ୍ତି, ଜନଜାତି ଉନ୍ନୟନ, ବିପର୍ଯ୍ୟୟ ପରିଚାଳନା, ପାନୀୟଜଳ ଯୋଗାଣ, କୃଷି,…

ସାଇବର୍ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ବୈଠକ ଅନୁଷ୍ଠିତ

ସାରା ରାଜ୍ୟରେ ସାଇବର୍ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସନ୍ଧ୍ୟାରେ ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସାଇବର…

ପଳାଶୋଳ ଠାରେ ଗଣେଶ ମେଲାଣି ଅନୁଷ୍ଠିତ

( ପଳାଶୋଳ ଠାରେ ଗଣେଶ ମେଲାଣି ଅନୁଷ୍ଠିତ ) ଜଗତସିଂହପୁର ତା =23/9/23 ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପଳାଶୋଳ ୟୁଥ୍ ହେଲ୍ଲିଙ୍ଗ୍ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଳାଶୋଳ ସ୍ଥିତ ଅଟଳ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଗଶେଷ…

ଗଣେଶ ପୂଜା ଅବସରରେ ଭାଗିରଥୀ ସାଗର ଯୁବକ ସଂଘ ତରଫରୁ ପ୍ରସାଦ ବଂଟନ

ଗଣେଶ ପୂଜା ଅବସରରେ ଭାଗିରଥୀ ସାଗର ଯୁବକ ସଂଘ ତରଫରୁ ପ୍ରସାଦ ବଂଟନ ଢେଙ୍କାନାଳ, ୨୩/୯: ଅଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ଭାଗିରଥୀ ଯୁବକ ସଂଘ ତରଫରୁ ମଣ୍ଡପ ପରିସରରେ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରସାଦସେବନ କରିଛନ୍ତି ।…

ଗଣେଶ ପୂଜା ଅବସରରେ ସହିଦ ବାଜି ରାଉତ କ୍ଲବ୍ ତରଫରୁ ପ୍ରସାଦ ବଂଟନ

ଗଣେଶ ପୂଜା ଅବସରରେ ସହିଦ ବାଜି ରାଉତ କ୍ଲବ୍ ତରଫରୁ ପ୍ରସାଦ ବଂଟନ ଢେଙ୍କାନାଳ, ୨୩/୯: ଅଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ସହିଦ୍ ବାଜି ରାଉତ କ୍ଲବ୍ ତରଫରୁ ସ୍ଥାନୀୟ ବାପୁଜୀ ଉ.ପ୍ରା. ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା…

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ ଢେଙ୍କାନାଳ, ୨୩/୯: ଶ୍ରୀ ରାଧାଷ୍ଟମୀ ତିଥ୍‌ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ କାର୍ଯ୍ୟ ପରମ୍ପରା ଓ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଅଛି । ସଂକୀର୍ତନ, ଚାଙ୍ଗୁବାଦ୍ୟ, ଘଂଟବାଦ୍ୟର ଶୋଭାଯାତ୍ରାରେ…

ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ

ଅଦ୍ୟ ତା -୨୩ -୦୯ -୨୩ ରିଖ ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥ୍ୟରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ୩୦ତମ…