Author: jagratbharatnews

ନଳ ଅଛି ଜଳ ନାହିଁ, ରାସ୍ତା କାମ ପାଇଁ ପାଇପ୍ ଫାଟିବାରୁ ପାଞ୍ଚ ମାସ ହେଲା ବସୁଧା ଯୋଜନା ଫେଲ

ନଳ ଅଛି ଜଳ ନାହିଁ, ରାସ୍ତା କାମ ପାଇଁ ପାଇପ୍ ଫାଟିବାରୁ ପାଞ୍ଚ ମାସ ହେଲା ବସୁଧା ଯୋଜନା ଫେଲ ଖଣି ଅଞ୍ଚଳରେ ଜଳ ସଂଙ୍କଟ ଉତ୍କଟ । ପାଇପ ଫାଟିବାରୁ ୫ମାସରୁ ଉର୍ଦ୍ଧ୍ବ ହେବ ପାଣି ଟୋପାଏ ନପାଇ ଡହଳ…

ଧୋକାବାଜ ପୁତୁରା ଚକ୍ରାନ୍ତ ରେ ବୃଦ୍ଧ ବାରଦୁଆର | ସ୍ତ୍ରୀ, ପୁଅ କଲେ ହତାଦର

( ଧୋକାବାଜ ପୁତୁରା ଚକ୍ରାନ୍ତ ରେ ବୃଦ୍ଧ ବାରଦୁଆର | ସ୍ତ୍ରୀ, ପୁଅ କଲେ ହତାଦର ) ଜଗତସିଂହପୁର ତା =21/9/23 କଳିର କାଲିମା ରେ ମାନବ ସମାଜ ପଥଭଷ୍ଟ ହୋଇ ସ୍ୱାର୍ଥ କୁ ଆପଣାଇ ନେଇଛି | ସ୍ୱାର୍ଥ ପାଇଁ…

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକରା – ୨୩ ରେ ବାହାରି ପାରେ ନିଷ୍କର୍ଷ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ସଂଘ ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ହେବ ବୋଲି କୁହାଯାଇଛି। ଆନ୍ଦୋଳନରୁ ଓହରି ଥିବା ଶିକ୍ଷକ ସଂଘଗୁଡ଼ିକୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନା ଆଇନ ବିଲ୍) ବୁଧବାର ଲୋକସଭାରେ ଆଲୋଚନା ପରେ ଗୃହୀତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନା ଆଇନ ବିଲ୍) ବୁଧବାର ଲୋକସଭାରେ ଆଲୋଚନା ପରେ ଗୃହୀତ ହୋଇଛି। ଏହା ସପକ୍ଷରେ ୪୫୪ ଓ ବିପକ୍ଷରେ ୨ ଭୋଟ ପଡ଼ିଥିଲା। ତେବେ ବିରୋଧରେ ଭୋଟ ଦେଇଥିବା ୨ ଜଣ ସାଂସଦ…

ଲଘୁଚାପ ପ୍ରଭାବରେ ଅନୁଭୂତ ବର୍ଷା

ଲଘୁଚାପ ପ୍ରଭାବରେ ଅନୁଭୂତ ବର୍ଷା କୋରାପୁଟ ସହର ରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ନନ୍ଦପୁରରେ ୧୩୭ ମିମି,ସେମିଳିଗୁଡା ୧୦୩ ମିମି ଏବଂ ଜୟପୁର ରେ ୧୦୦.୮ ମିମି.। ସେହିପରି ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି…

ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା

ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି।…

ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବଣ୍ଟନ

ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବଣ୍ଟନ…..! ଜୁନାଗଡ଼.,..ଗରିବର ବନ୍ଧୁ, ଗରିବର ଦୁଃଖ ସୁଖ ର ସାଥି ସବୁବେଳେ ଲୋକଙ୍କ ପାଖରେ ଠିଆ ହେଉଥିବା ଜଣେ ଦରଧୀ ବନ୍ଧୁ ଆମ ପିଳିକିଆ ପଞ୍ଚାୟତ ସରପଞ୍ଚ ସଭ୍ୟା ଶ୍ରୀମତୀ ସଭ୍ୟାରାଣୀ ସୁନାନୀ ଓ ପିଳିକିଆ ପଞ୍ଚାୟତ…

ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ବକର୍ମା ପୂଜା ଭସାଣୀ ଉତ୍ସବ

ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ବକର୍ମା ପୂଜା ଭସାଣୀ ଉତ୍ସବ ଢେଙ୍କାନାଳ, ୨୦।୯: ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ଵକର୍ମା ପୂଜା ମହାଆଡମ୍ବର ସହ ଗତ ୧୭ ତାରିଖରେ ପାଳିତ ହୋଇଥିଲା।…

ଗୋରେଖନାଥ କୃଷକ ମହାସଂଘ ର ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉଛବ ଅନୁଷ୍ଠିତ

( ଗୋରେଖନାଥ କୃଷକ ମହାସଂଘ ର ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =20/9/23 ପଶ୍ଚିମ ଓଡିଶା ର କୃଷି ଭିତିକ ଗଣପର୍ବ ପୂର୍ବ ଓଡ଼ିଶାର କୋଣ ଅନୁକୋଣ ରେ ପ୍ରତିଫଳିତ ହୋଇଛି | ଜଗତସିଂହପୁର…

ବାଇଁଶିଆ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

*ବାଇଁଶିଆ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା* ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି…