Category: ଅନୁଗୋଳ

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଅନୁଗୋଳ,ତା.୨୦.୦୭:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥୁମଧ୍ୟରୁ ୫୨ଟି…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ,ତା.୨୦.୦୭:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ସଭାଗୃହ, କଣିହାଁ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ସଂସଦ ରେ ପାଳଲହଡା କୁ ଖୁବ ଶୀଘ୍ର ରେଳ ଲାଇନ କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦାବୀ(ସଂସଦ ରେ ନିୟମ ୩୭୭ ଅନୁଯାୟୀ ବିଷୟ ଉପସ୍ଥାପନ କଲେ ସାଂସଦ ରୁଦ୍ର ନାରାୟଣ ପାଣି )

ସଂସଦ ରେ ପାଳଲହଡା କୁ ଖୁବ ଶୀଘ୍ର ରେଳ ଲାଇନ କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦାବୀ(ସଂସଦ ରେ ନିୟମ ୩୭୭ ଅନୁଯାୟୀ ବିଷୟ ଉପସ୍ଥାପନ କଲେ ସାଂସଦ ରୁଦ୍ର ନାରାୟଣ ପାଣି ) ଅନୁଗୋଳ…

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ତିନି ଲକ୍ଷ ବାର ହଜାର ଟଙ୍କା

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ତିନି ଲକ୍ଷ ବାର ହଜାର ଟଙ୍କାତାଳଚେର, ୨୦/୦୭ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଶନିବାର ଦିନ ଖୋଲା ଯାଇଥିଲା । ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର…

ଆଉ ଦୁଇମାସ ପରେ ଗଣେଶପୂଜା ହୋଇପାରିନି କମିଟି ଗଠନ

ଆଉ ଦୁଇମାସ ପରେ ଗଣେଶପୂଜା ହୋଇପାରିନି କମିଟି ଗଠନତାଳଚେର, ୨୦/୦୭ ତାଳଚେର ଗଣପର୍ବଭାବେ ପରିଚିତ ଗଣେଶପୂଜା ଆଉ ମାତ୍ର ଦୁଇମାସ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇନଥିବାରୁ ଗଣେଶପୂଜା କମିଟି ଗୁଡ଼ିକର କର୍ମକର୍ତାଙ୍କ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି…

ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର

ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ଗୁରୁତର ତାଳଚେର, ୨୦/୦୭ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତ ସଲୋଡ଼ା ଗ୍ରାମର ପୁରୁଷତୋମ ସାହୁଙ୍କ ଏକାଦଶ କର୍ମ ସମୟରେ ହଠାତ୍ ଘରର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ କମଳଲୋଚନ ମହାପାତ୍ରଙ୍କ ଅକାଳ…

ମହାବାହୁଙ୍କ ହେରାପଂଚମୀ

ମହାବାହୁଙ୍କ ହେରାପଂଚମୀତାଳଚେର, ୨୦/୦୭ ଆଶାଢ଼ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଆଜି ଗୁଣ୍ଡିଚାମନ୍ଦିରରେ ରୀତିନୀତି ଅନୁସାରେ ହେରାପଂଚମୀ ଅନୁଷ୍ଠିତ ହୋଇଯାଇଛି । ପୂରାଣ ଅନୁସାରେ ଆଜି ମା’ଲକ୍ଷୀ ରାଗଋଷା ଅଭିମାନ କରି ରାଗ ତମତମରେ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ…

ଗତ କାଲି ରେଲୱେ ବ୍ରିଜ୍ ଉପରୁ ଖସି ପଡି ବ୍ରାହ୍ମଣୀରେ ବୁଡି ନିଖୋଜ ଥିବା ନାବାଳକ ର ମୃତ୍ ଦେହ ଉଦ୍ଧାର

ଗତ କାଲି ରେଲୱେ ବ୍ରିଜ୍ ଉପରୁ ଖସି ପଡି ବ୍ରାହ୍ମଣୀରେ ବୁଡି ନିଖୋଜ ଥିବା ନାବାଳକ ର ମୃତ୍ ଦେହ ଉଦ୍ଧାର,ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳ ରେ ଥିବା ବ୍ରାହ୍ମଣୀ ନଦୀ ଉପର ଦେଇ ଯାଇଥିବା ବିମଳା…

ଭଟଲି ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

ଭଟଲି ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଭଟଲି : – ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥି, ଉପଜିଲାପାଳ…

ଶୈଳ ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା, ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ ମହିଳା ଭକ୍ତ

ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିର ରଥଯାତ୍ରା: ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ ମହିଳା ଅନୁଗୋଳ: ଅନୁଗୋଳ ଜିଲାର ପ୍ରସିଦ୍ଧ ଶୈଳ ଶ୍ରୀକ୍ଷେତ୍ରରେ ଗତ ୧୬ ତାରିଖରେ ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁଙ୍କ…