Category: ଅନୁଗୋଳ

ଆଠମଲ୍ଲିକରେ ଚଢ଼ାଉ: ୫୬ କେଜି ଗଞ୍ଜେଇ ସହ ଦୁଇ ଚୋରାଚାଲାଣକାରୀ ଧରାପଡ଼ିଲେ

ଆଠମଲ୍ଲିକରେ ଅବକାରୀର ବଡ଼ ଅପରେସନ୍: ଟାଟା ପଞ୍ଚ କାରରୁ ୫୬ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଗୁପ୍ତ ସୂଚନା ଆଧାରରେ ବାରେଣୀ ଛକ ନିକଟରେ କରାଯାଇଥିବା…

ବଡ଼ ଅଘଟଣ: ଜଗନ୍ନାଥ ଏକ୍ସପ୍ରେସ ଓଲଟିବାରୁ ୨୪ରୁ ଅଧିକ ଆହତ, ୬ ଗୁରୁତର

ଅନୁଗୋଳରେ ଭୟଙ୍କର ବସ୍ ଦୁର୍ଘଟଣା: ରାସ୍ତା କଡ଼କୁ ଓଲଟିଲା ‘ଜଗନ୍ନାଥ ଏକ୍ସପ୍ରେସ’, ୬ ଗୁରୁତର, ୨୪ରୁ ଅଧିକ ଆହତ ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଓଏସଆରଟିସି (OSRTC)ର ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ୧୪୯ ନମ୍ବର ଜାତୀୟ…

ମୋଡ଼ ବଦଳାଉଛି ପରିବା, ଛୁଇଁ ହେଉନି କିଣି ହେଉନି

ମୋଡ଼ ବଦଳାଉଛି ପରିବା, ଛୁଇଁ ହେଉନି କିଣି ହେଉନିତାଳଚେର,୨୧/୦୭ ଖାଉଟି ବଜାର ଏବେ ଲଗାମଛଡ଼ା । ବର୍ତମାନ କଂଚା ପରିବା ଆଡ଼କୁ ଚାହିଁ ହେଉନି । କିଛି ପରିବା ୮୦ଟଙ୍କା ତଳକୁ ନାହିଁ । ଝୁଡ଼ଙ୍ଗ ଭଳି ପରିବା କେଜି ପ୍ରତି…

ଯାତ୍ରା ଗହଳିରେ ରୋମିଓ ରାଇଡ଼ରଙ୍କ ରାଜୁତି : ତାଳଚେର

ଯାତ୍ରା ଗହଳିରେ ରୋମିଓ ରାଇଡ଼ରଙ୍କ ରାଜୁତି : ତାଳଚେର ତାଳଚେର ୨୧/୦୭ ବାଇକ ଦେଉଛି ଫଟା ବିକଟାଳ ହର୍ଣ୍ଣ । କିଏ ସାଇରନ୍ ଦେଇ ଯାଉଛି ତ ଆଉ କିଏ ବସ୍ ଭଳି ହର୍ଣ୍ଣ । କେବଳ ସେତିକି ନୁହଁ ବାଇକରୁ…

ଆଜିର ରାଶିଫଳ

ଆଜିର ରାଶିଫଳ (୨୧ ଜୁଲାଇ ୨୦୨୬, ମଙ୍ଗଳବାର) ଜାଗ୍ରତ ଭାରତ ନ୍ୟୁଜ୍ ଦ୍ୱାରା ପ୍ରସ୍ତୁତି ♈ ମେଷ ଶୁଭ ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂଆ କାର୍ଯ୍ୟରେ ଅଗ୍ରଗତି ହେବ। ପରିବାରରେ ଖୁସିର ପରିବେଶ ରହିବ। ♉ ବୃଷ ଶୁଭ ଫଳାଫଳ:…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଅନୁଗୋଳ,ତା.୨୦.୦୭:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥୁମଧ୍ୟରୁ ୫୨ଟି…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ,ତା.୨୦.୦୭:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ସଭାଗୃହ, କଣିହାଁ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ସଂସଦ ରେ ପାଳଲହଡା କୁ ଖୁବ ଶୀଘ୍ର ରେଳ ଲାଇନ କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦାବୀ(ସଂସଦ ରେ ନିୟମ ୩୭୭ ଅନୁଯାୟୀ ବିଷୟ ଉପସ୍ଥାପନ କଲେ ସାଂସଦ ରୁଦ୍ର ନାରାୟଣ ପାଣି )

ସଂସଦ ରେ ପାଳଲହଡା କୁ ଖୁବ ଶୀଘ୍ର ରେଳ ଲାଇନ କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦାବୀ(ସଂସଦ ରେ ନିୟମ ୩୭୭ ଅନୁଯାୟୀ ବିଷୟ ଉପସ୍ଥାପନ କଲେ ସାଂସଦ ରୁଦ୍ର ନାରାୟଣ ପାଣି ) ଅନୁଗୋଳ…

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ତିନି ଲକ୍ଷ ବାର ହଜାର ଟଙ୍କା

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ତିନି ଲକ୍ଷ ବାର ହଜାର ଟଙ୍କାତାଳଚେର, ୨୦/୦୭ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଶନିବାର ଦିନ ଖୋଲା ଯାଇଥିଲା । ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର…

ଆଉ ଦୁଇମାସ ପରେ ଗଣେଶପୂଜା ହୋଇପାରିନି କମିଟି ଗଠନ

ଆଉ ଦୁଇମାସ ପରେ ଗଣେଶପୂଜା ହୋଇପାରିନି କମିଟି ଗଠନତାଳଚେର, ୨୦/୦୭ ତାଳଚେର ଗଣପର୍ବଭାବେ ପରିଚିତ ଗଣେଶପୂଜା ଆଉ ମାତ୍ର ଦୁଇମାସ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇନଥିବାରୁ ଗଣେଶପୂଜା କମିଟି ଗୁଡ଼ିକର କର୍ମକର୍ତାଙ୍କ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି…