ଅନୁଗୋଳ କୋର୍ଟକୁ ବୋମା ଧମକ ଫେକ୍ ପ୍ରମାଣିତ, ତଲାସିରେ କିଛି ମିଳିଲାନି
ଅନୁଗୋଳ: ଅନୁଗୋଳ କୋର୍ଟକୁ ଆସିଥିବା ବୋମା ଧମକ ଇ-ମେଲ୍ ଶେଷରେ ଫେକ୍ ବୋଲି ପ୍ରମାଣିତ ହୋଇଛି। ଧମକ ପାଇବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ, ବୋମା ନିଷ୍କ୍ରିୟକାରୀ ଏବଂ ଡଗ୍ ସ୍କ୍ୱାଡ୍ ପକ୍ଷରୁ କୋର୍ଟ ପରିସରରେ ବ୍ୟାପକ ତଲାସି କରାଯାଇଥିଲା…
