ତାଳଚେର କଲେଜ ଛାତ୍ରସଂସଦ ନିର୍ବାଚନରେ ABVPର ବାଜିମାତ୍, ୨୦ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
### ତାଳଚେର କଲେଜ ଛାତ୍ରସଂସଦ ନିର୍ବାଚନରେ ABVPର ବାଜିମାତ୍, ୨୦ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ତାଳଚେର, ୧୨/୧୦: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ସଂଗଠନର ୨୦ ଜଣ ଛାତ୍ରନେତା…
