ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ସମାବର୍ତ୍ତନ ଦିବସ ଧୁମଧାମରେ ପାଳିତ
ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ସମାବର୍ତ୍ତନ ଦିବସ ଧୁମଧାମରେ ପାଳିତ କଳାହାଣ୍ଡି /ଜୁନାଗଡ଼(ବାଲେଶ୍ୱର ସୁନାନୀ ) : ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ(ଭିଏଚ୍ଇଆଇ),ଭବାନୀପାଟଣା ପକ୍ଷରୁ ଦ୍ୱିତୀୟ ସମାବର୍ତ୍ତନ ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ନାତକ ଛାତ୍ରଛାତ୍ରୀମାନଙ୍କ…
