Category: ଚଳଚ୍ଚିତ୍ର

“ଓଲିଉଡରେ ରଚାହେବ ନୂଆ ଇତିହାସ! ଜଣେ ସାଧାରଣ କଳାକାରର ଅସାଧାରଣ କାହାଣୀ।” “କିଏ ଏହି ‘ଚନ୍ଦନ’? ଜାଣନ୍ତୁ ‘ଲକ୍ଷପଥ – The Life of an Artist’ ର ସମ୍ପୂର୍ଣ୍ଣ କାହାଣୀ।”

ଓଲିଉଡ୍ ଦୁନିଆରୁ ଆସିଛି ଏକ ବଡ଼ ଖବର। ଜଣେ କଳାକାରର ଜୀବନ, ତା’ର ସଂଘର୍ଷ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଜିଦ୍‌କୁ ନେଇ ନିର୍ମାଣ ହୋଇଛି ଏକ ନିଆରା ଚଳଚ୍ଚିତ୍ର।ଯାହାର ନାମ ହେଉଛି ‘ଲକ୍ଷପଥ – The Life of an Artist’।…

ରିଲିଜ୍ ପୂର୍ବରୁ ଅନଲାଇନ୍‌ରେ ଲିକ୍ ହେଲା ଥଲପତି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟକ’

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି…

ଘରୋଇ ସଂସ୍ଥାକୁ ସରକାର ଟେକିଦେବେ କଳିଙ୍ଗ ଷ୍ଟୁଡିଓ!

କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି।…

ଓଲିଉଡରେ ନୂଆ ଅଧ୍ୟାୟ: ‘ଆଫା’ ଓ ‘ପୂୟୋଦକମ’ର ଗ୍ରାଣ୍ଡ ରିଲିଜ୍

ଓଡ଼ିଆ ସିନେମା ଜଗତ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଶୁକ୍ରବାର ବଡ଼ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଆଫା – ଲାଇଫ୍ ଆଫ୍ଟର୍ ଲାଇଫ୍’ ଏବଂ ‘ପୂୟୋଦକମ’। ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଆ ଭାଷା…

ଧୁରନ୍ଧର ୨ର ବକ୍ସଅଫିସରେ ରେକର୍ଡ ଧମାଲ!

ଧୁରନ୍ଧର ୨ର ବକ୍ସଅଫିସରେ ରେକର୍ଡ ଧମାଲ! ବିଶ୍ୱ ରେକର୍ଡ ଆୟରଣବୀର ସିଂଙ୍କ ଆକ୍ସନ ଥ୍ରିଲର୍ ‘ଧୁରନ୍ଧର ୨’ ୧୯ ମାର୍ଚ୍ଚ ୨୦୨୬ରେ ମୁକ୍ତି ପାଇ ଦିନକୁ ଦିନ ବକ୍ସଅଫିସ ରେକର୍ଡ ଭାଙ୍ଗୁଛି।ତିନି ଦିନରେ (ପେଡ୍ ପ୍ରିଭ୍ୟୁ ସମେତ) ଭାରତରେ ୩୩୯.୨୭ କୋଟି,…

ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

୧୬ମାର୍ଚ୍ଚରେ ସଲମାନ ଖାନ ଏକ ପୋଷ୍ଟ କରି କହିଥିଲେ କି ତାଙ୍କ ଫିଲ୍‌ମର ନାଁ ଏବେ “ବ୍ୟାଟଲ ଅଫ ଗଲୱାନ’ ହେବ ନାହିଁ । ଫିଲ୍‌ମ ନାଁ ଏବେ “ମାତୃଭୂମି-ମେ ୱାର ରେଷ୍ଟ ଇନ ପିସ’ ହେବ । ମେକର୍ସ ଫିଲ୍‌ମରେ…

ରିଲିଜ୍ ହେଲା ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍

ରଣବୀର ସିଂହଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଦମ୍‌ଦାର ଆକ୍ସନ୍, ଗମ୍ଭୀର ପ୍ରଚ୍ଛଦ ସଙ୍ଗୀତ ଓ ରଣବୀରଙ୍କ ଭୟଙ୍କର ଅବତାର ଦର୍ଶକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଏବେ କେବଳ ‘ଧୁରନ୍ଧର୍-୨’କୁ ନେଇ…

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ଚାରିକାନ୍ଧ”

ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ବଡ଼ ପରଦାରେ ମୁକ୍ତିଲାଭ କରିଛି l ଯାହାର ପ୍ରିମିୟର ଶୋ ଭୁବନେଶ୍ୱର ସ୍ଥିତ ପିଭିଆର ରେ ହୋଇଥିଲା l ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ମଣିଷର ମୃତ୍ୟୁ ପରେ ମଶାଣିକୁ ନେବା…

ବିବାହ ପରେ ପ୍ରଥମଥର ଏକାଠି ନଜର ଆସିଲେ ରଶ୍ମିକା-ବିଜୟ, ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍‌ କଲେ ପ୍ରଶଂସକ

ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କୁ ଏକାଠି ଦେଖିବାକୁ ମିଳିଛି। ବିଜୟ ଏବଂ ରଶ୍ମିକା…

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

ନୁଆଦିଲ୍ଲୀ: “ଦି କେରଳ ଷ୍ଟୋରୀ 2” ଫେବୃଆରୀ 27 ତାରିଖରେ ସିନେମା ହଲରେ ରିଲିଜ ହେବାର ଥିଲା, କିନ୍ତୁ ଆଜି କେରଳ ହାଇକୋର୍ଟ ଏହାର ମୁକ୍ତିଲାଭ ଉପରେ ରୋକ ଲଗାଇଛନ୍ତି। ଫିଲ୍ମର ଥିଏଟର ରିଲିଜର ମାତ୍ର ଗୋଟିଏ ଦିନ ପୂର୍ବରୁ, ହାଇକୋର୍ଟ…