Month: March 2026

ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ: ଟ୍ରମ୍ପ

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ…

ହାଇକୋର୍ଟ ଆଗରେ ଜଳିଗଲା ଏକାଧିକ ଗାଡି, ଧରାପଡିଲେ ନିଆଁ ଲଗାଇଥିବା ମହିଳା

କଟକ: ଆଜି ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ ଲାଗିଯାଇଛି। ହୁତହୁତ୍ ହୋଇ ଜଳିଯାଇଛି ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି। ହାଇକୋର୍ଟ ସାମ୍ନାରେ ଏଭଳି ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର

ଓଡିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଠାରୁ ୫.୧୮ ଲକ୍ଷରୁ ଊର୍ଦ୍ଧ୍ୱ ଅବୈଧ ନଗଦ ଟଙ୍କା ସହିତ ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ମୋଟ ୪୫,୪୧,୬୦୦ ଟଙ୍କା ଜବତ ହୋଇଛି ।…

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଜିଲ୍ଲା ଗସ୍ତ-ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ମା’ ହିଙ୍ଗୁଳାଙ୍କ ଦର୍ଶନ

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଜିଲ୍ଲା ଗସ୍ତ । ଅନୁଗୋଳ,ତା.୩୧.୦୩:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଆସି ଆଠମଲ୍ଲିକ ଅଞ୍ଚଳର ବିକାଶ ପାଇଁ ପୂର୍ତ…

ଅପ୍ରେଲ ୨ ତାରିଖରେ ରାଜରାସ୍ତାରେ ପ୍ରଦେଶ ଯୁବ କଂଗ୍ରେସର “ଯୁବକ୍ରାନ୍ତି ସମାବେଶ”

ଭୁବନେଶ୍ୱର: ବିଜେପି ସରକାରର ଜନତାଙ୍କ ଉପରେ ହେଉଥିବା ଅତ୍ୟାଚର ବିରୁଦ୍ଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବିାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର ସରକାରଙ୍କର ବେନିଅମ କାର୍ଯ୍ୟକଳାପ ଏବଂ ନୀତିକୁ…

ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳର ଦାବି

ଭୁବନେଶ୍ୱର: ମିଳିତ ବିରୋଧୀ ଦଳର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକଭବନ ରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କଟକ ବଡ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧ…

ଓଡିଶାରେ ହେବାକୁ ଥିବା ଏସଆଇଆର ସ୍ଥଗିତ

ଭୁବନେଶ୍ୱର: ଏସାଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା ଏସାଇଆରକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି।ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏସାଇଆର ସ୍ଥଗିତ ନେଇ ନିଷ୍ପତ୍ତି…

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା’ ବାଲିଗୁଡା, ତା, ୩୧/୦୩: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା…

ବି ଜି ଡି କଲେଜ୍ ରେ ନିଶା ନିବାରଣ ସଚେତନତା ସଭା, ନିଶା ନିବାରଣ କୁ ବ୍ରତ କରିବାକୁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ନେଲେ ଶପଥ

ବି ଜି ଡି କଲେଜ୍ ରେ ନିଶା ନିବାରଣ ସଚେତନତା ସଭା, ନିଶା ନିବାରଣ କୁ ବ୍ରତ କରିବାକୁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ନେଲେ ଶପଥ ବାମରା:୩୧/୩: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ୍…

ପ୍ରଥମ ଥର ନବୋଦୟ ପାଇଲେ ସର୍ବେ ସରକାରୀ ସ୍କୁଲ ର ଛାତ୍ର

ପ୍ରଥମ ଥର ନବୋଦୟ ପାଇଲେ ସର୍ବେ ସରକାରୀ ସ୍କୁଲ ର ଛାତ୍ର ଜମନକିରା ବ୍ଳକ ଅନ୍ତର୍ଗତ କେନାଢିପା ପଂଚାୟତ ର ସର୍ବେ ପ୍ରାଥମିକ ବିଦ୍ୟାଳୟ ଛାତ୍ର କ୍ରିଷ୍ଣା ସେଠ (୧୧) ସ୍କୁଲ ଇତିହାସ ରେ ପ୍ରଥମ କରି ନବୋଦୟ ପାଇଛନ୍ତି ।…