Category: ଢେଙ୍କାନାଳ

ଆଜି ବୈଶାଖ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଜି ବୈଶାଖ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି,ସ୍ନାନ ,ବସ୍ତ୍ର ,ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା।ବଲ୍ଲଭ…

ଏକ ଅଲିଭା ଦୀପ ର ସ୍ମୃତି ଚାରଣରେ..

ଏକ ଅଲିଭା ଦୀପ ର ସ୍ମୃତି ଚାରଣରେ.. ଢେଙ୍କାନାଳ ଜିଲ୍ଲାର ଵୁଦ୍ଧିଜିବୀ ମହଲରେ ଚିର ପରିଚିତ ତଥା ଜୀବ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ କୁମାର ବର୍ମା ୧୧.୫.୨୦୨୫ ତାରିଖ ରେ ଇହଲୀଳା ସମ୍ବରଣ କରିଛନ୍ତି। ୨୦୨୦ ମସିହାରେ ଅବସର…

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପାର୍ଶ୍ଵରେ ଥିବା ନୃସିଂହ ଙ୍କ ମନ୍ଦିରରେ ନୃସିଂହ ଜନ୍ମ ଉତ୍ସବ ମହାସମାରୋହରେ ପାଳନ

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପାର୍ଶ୍ଵରେ ଥିବା ନୃସିଂହ ଙ୍କ ମନ୍ଦିରରେ ନୃସିଂହ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନୃସିଂହ ଙ୍କୁ ମାଜଣା କରାଯାଇ ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇ…

ଢେଙ୍କାନାଳ ଏକଲ ଅଭିଯାନର ସମିତି ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ ଏକଲ ଅଭିଯାନର ସମିତି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗୋପିନାଥ ଗାର୍ଡେନ ପରିସରରେ ଏକଲ ବିଦ୍ୟାଳୟ, ଢେଙ୍କାନାଳ ଅଂଚଳ ତରଫରୁ ଏକ ସମିତି ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଏହି ଶିବିରରେ ୧୦ଟି ସଂଚରୁ ପ୍ରାୟ ୬୦ଜଣ ସଭ୍ୟ/ ସଭ୍ୟା ଓ…

ଆୟୁର୍ବେଦିକ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନିମନ୍ତେ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଅବାସୀମାନେ ସାସ୍ଥ୍ୟ ବିଭାଗକୁ ଦରଖାସ୍ତ ପ୍ରଦାନ

ଆୟୁର୍ବେଦିକ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନିମନ୍ତେ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଅବାସୀମାନେ ସାସ୍ଥ୍ୟ ବିଭାଗକୁ ଦରଖାସ୍ତ ପ୍ରଦାନ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଅଧୁବାସୀମାନେ ଆୟୁର୍ବେଦିକ୍ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନିମନ୍ତେ ଓଡିଶା ସାସ୍ଥ୍ୟ ବିଭାଗଙ୍କୁ ଏକ…

ଦନ୍ତାହାତୀ ଆକ୍ରମଣରେ ଵାମ ହାତ ଓ ବମଗୋଡ ଭାଙ୍ଗି ଚୁରମାର

ସୁଆଖାଇକାଟେଣି ଗ୍ରା.ପ. ଅସନପାଟିଆ ଗ୍ରମର ଅନଙ୍ଗ କୁମାର ଦାସ . ବୟସ ୪୫ ଆଜି ସଂଧ୍ୟା.୮.୫୦ ସମୟରେ.ଖାଇ ସାରି ହାତ ଧୋଇବା ସମୟରେ ଦନ୍ତାହାତୀ ଆକ୍ରମଣରେ. ବମ ହାତ ଓ ବମଗୋଡ. ଚୁରମାର ହୋଇଯାଇଛି.ଫରେଷ୍ଟର ଗାଡିଯୋଗେ.ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି.ଏବଂ ଡକ୍ତଙ୍କ…

ଶ୍ରୀଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଦ୍ବୀପ ଦାନ

ଶ୍ରୀଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଦ୍ବୀପ ଦାନ ଢେଙ୍କାନାଳ ଜିଲ୍ଲା ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପହଲଗାମ ଠାରେ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ…

ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ

ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର…

ଢେଙ୍କାନାଳ – ଷ୍ଟେଟ ବ୍ୟାଙ୍କର ଜାତୀୟ ଲୋକ ଅଦାଲତ

ଢେଙ୍କାନାଳ କୋର୍ଟ ପରିସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜାତୀୟ ଲୋକ ଅଦାଲତରେ ଆଖ ପାଖ ଅଞ୍ଚଳରୁ ୧୦ଟି ବ୍ରାଞ୍ଚ ସାମିଲ୍ ହୋଇଛନ୍ତି Post Views: 21

ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ଯଜ୍ଞ ପାଇଁ କଳସଯାତ୍ରା

ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ଯଜ୍ଞ ପାଇଁ କଳସଯାତ୍ରା ଢେଙ୍କାନାଳ ସହର ଜୁବୁଲିଟାଉନ୍‌ସ୍ଥିତ ମା’ ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା’ ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞର କଳସଯାତ୍ରା ସ୍ଥାନୀୟ ଗୋଡି ପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ୧୨୦ରୁ ଉର୍ଦ୍ଧ…