Category: ଢେଙ୍କାନାଳ

ଆସିଛି ରଜ ମହୋତ୍ସବ

ରଜ ମହୋତ୍ସବଢେଙ୍କାନାଳସ୍ଥିତ ସଦର ବ୍ଲକ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ ର କେଞ୍ଚୁଆ ବେରେଣୀ ରାଜସ୍ୱ ଗ୍ରାମର “ଦାମ ସାମନ୍ତରାୟ ସ୍ବୟଂ ସେବକ ସଂଘ” ର କର୍ମକର୍ତ୍ତାଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ରଜ ମହୋତ୍ସବ ଆୟୋଜିତ ହୋଇଛି। ପ୍ରଥମେ ମହିଳା ମାନଙ୍କର ରଜ…

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ; ୩,୦୧,୫୪୨ ହିତାଧିକାରୀ ହେବେ ଉପକୃତ

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ; ୩,୦୧,୫୪୨ ହିତାଧିକାରୀ ହେବେ ଉପକୃତ ଢେଙ୍କାନାଳ, ତା. ୧୨ ଜୁନ ୨୦୨୬: ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଆଜି ଢେଙ୍କାନାଳ…

ସାମୀ ର ଦ୍ବିତୀୟ ବିବାହ କୁ ବିରୋଧ କରି ଓ ଜୀବନର ସୁରକ୍ଷା କୁ ନେଇ ଏସପି ଓ ଜିଲ୍ଲାପାଳଙ୍କୁ ସ୍ତ୍ରୀର ଅଭିଯୋଗ

ଢେଙ୍କାନାଳ (୧୩/୦୬/୨୦୨୬) : ସଦର ଥାନା ଅନ୍ତର୍ଗତ ସୋଗରପଶି ଗ୍ରାମର ରୁନୁ ନାଏକ ତାଙ୍କ ସାମୀ ବିଜୟନାଏକ ସେହି ଗ୍ରାମର ବଳରାମ ନାଏକଙ୍କ ଝିଅ ଶ୍ରାବଣୀ ନାଏକଙ୍କୁ ଗତ ୨୯.୦୫.୨୦୨୬ ତାରିଖରେ ବିବାହ କରିବା ନିମନ୍ତେ ଧରି କେଉଁଆଡେ ପଳାଇ ନେଇ…

ବାରହା ଆକ୍ରମଣରେ ଯୁବକ ଗୁରୁତର

ପର୍ଜଙ୍ଗ: ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଦର୍ଶନ ରାଉତ (୪୮) ଗୁରୁବାର ଦିନ ରାତି ପ୍ରାୟ ୯ଟା ବେଳେ ସାଙ୍ଗ ରମେଶ ସାହୁଙ୍କ ସହ ପାଳସାହି ଗାଁକୁ ନାଚ ଦେଖିବାକୁ ଯାଉଥିବା ବେଳେ, ତାଙ୍କ ମୋଟର ସାଇକେଲ…

ପାନୀୟଜଳ ସମସ୍ୟା ଦୂରୀକରଣ ଓ ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ

ପାନୀୟଜଳ ସମସ୍ୟା ଦୂରୀକରଣ ଓ ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗିରିଧର ଗ୍ରାମ ପଞ୍ଚାୟତ ବଡବାହାଳ ଗ୍ରାମର ବାସିନ୍ଦା ମାନେ ପାନୀୟ ଜଳ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ…

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ Post Views: 11

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଆନୁଗୋଳର ଯୁବ ଭଲିବଲ୍ ପ୍ରତିଭା

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଆନୁଗୋଳର ଯୁବ ଭଲିବଲ୍ ପ୍ରତିଭା ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ…

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ ନୂତନ ବସ୍ତ୍ର ଓ ସାନିଟାରୀ ପ୍ୟାଡ ବଣ୍ଟନ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଜ ଉପଲକ୍ଷେ କୁନି ପିଲାଙ୍କୁ ନୂତନ ବସ୍ତ୍ର ଓ ମହିଳା ମାନଙ୍କୁ ସାନିଟାରୀ ପ୍ୟାଡ଼ ଦିଆଗଲା।ଢେଙ୍କାନାଳ…

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’ ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ । ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ…

ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତା

ନୀତା ନୃତ୍ୟାଙ୍ଗନା ଛାତ୍ରୀ ଙ୍କ ସଫଳତାହିମାଚଳପ୍ରଦେଶ ଶିମଲା ସ୍ଥିତ କାଲିବାରି ହଲ୍ ଠାରେ ରେ ଅନୁଷ୍ଠିତ ହେଉଥିବା ୭୧ତମ ଏଲ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ନୃତ୍ୟ ଓ ନାଟକ ପ୍ରତିଯୋଗିତା ଜୁନ୍ ୬ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…