ଢେଙ୍କାନାଳ ମହୋତ୍ସବ ଉଦଯାପିତ
ଢେଙ୍କାନାଳ ମହୋତ୍ସବ ଉଦଯାପିତ ଢେଙ୍କାନାଳ,୨୪।୧: ମହିଷାପାଟଠାରେ ଚାଲିଥିବା ୧୮ ତମ ଢେଙ୍କାନାଳ ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ଉଦ୍ଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ମୁଖ୍ୟ ଅଥିଭାବେ ଯୋଗଦେଇଥିଲେ ।…
